Home

Welcome to your new site.

Welcome to your new site! You can edit this page by clicking on the Edit link. For more information about customizing your site check out http://learn.wordpress.com/

Latest from the Blog

ବିମାନ ପାଲଟିଲା ବେଡରୁମ

ମେଟ୍ରୋ ଟିଭି ବ୍ୟୁରୋ,୧୮/୯: ବିମାନରେ ରୋମାନ୍ସ କରୁଥିବା ବେଳେ ଟ୍ରୋଲ ହେଲେ ଦମ୍ପତି । ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଭିଡିଓ । ରାନେୟାର ବିମାନରେ ହୋଇଥିବା ଏପରି ଏକ ଘଟଣା ସାମ୍ନାକୁ ଆସିଛି । ବିମାନର ଜଣେ ଯାତ୍ରୀ ଦମ୍ପତ୍ତିଙ୍କ ଭିଡିଓ ପ୍ରଥମେ ସେୟାର କରିଥିଲେ, ଯାହା ଟ୍ୱିଟରରେ ଭାଇରାଲ ହୋଇଛି ।ଭିଡିଓରେ ଦେଖିବାକୁ ମିଳିଛି ଯେ, ବ୍ୟକ୍ତି ଜଣକ ବିମାନର ସିଟରେ ବସିଛନ୍ତି ଏବଂ ତାଙ୍କ ପତ୍ନୀ ତାଙ୍କ ଗୋଡରେ ମୁଣ୍ଡ ରଖି…

ବାବୁଲ ସୁପ୍ରିୟ ପଦ୍ମ ଛାଡି ଧରିଲେ ତୃଣ

ବାବୁଲ ସୁପ୍ରିୟ ପଦ୍ମ ଛାଡି ଧରିଲେ ତୃଣପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟ ବିଜେପି ଛାଡି ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ବେଳେ ମନ୍ତ୍ରୀ ପଦରୁ ବାଦ ପଡିଥିଲେ । ଗତ କିଛି ଦିନ ତଳେ ସେ ବିଜେପି ରୁ ଇସ୍ତଫା ଦେଇଥିଲେ । ତୃଣମୂଳ କଂଗ୍ରେସରେ ବାବୁଲ ସୁପ୍ରିୟ ଯୋଗ ଦେବା ପଶ୍ଚିମବଙ୍ଗରେ ବିଜେପିକୁ ଝଟକା ଲାଗିଛି ।

ମୁଖ୍ୟମନ୍ତ୍ରୀ ଅମରେନ୍ଦ୍ର ସିଂ ଇସ୍ତଫା ଦେବେ

ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରେନ୍ଦ୍ର ସିଂ ଇସ୍ତଫା ଦେବେମେଟ୍ରୋ ଟିଭି ବ୍ୟୁରୋ, ୧୮/୯: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରେନ୍ଦ୍ର ସିଂ ନିଜ ପଦରୁ ଇସ୍ତଫା ଦବା ପାଇଁ ଘୋଷଣା କରିଛନ୍ତି । ଅପରାହ୍ନ ୪ଟାରେ ଗଣମାଧ୍ୟମକୁ ସମ୍ବୋଦ୍ଧିତ କରିବାକୁ ସୂଚନା ଦେଇଛନ୍ତି । ନବନିଯୁକ୍ତ ପଞ୍ଜାବ ପିସିସି ସଭାପତି ନବଜ୍ୟୋତ ସିଂ ସିଧୁ ଓ ଅମରେନ୍ଦ୍ରଙ୍କ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା । ସିଧୁଙ୍କ ପରାମର୍ଶଦାତାଙ୍କୁ ନେଇ ଅମରେନ୍ଦ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ସିଧୁ…

Get new content delivered directly to your inbox.

%d bloggers like this: