Blog

ହ୍ରିତିକ୍‌ଙ୍କ ସିଗ୍ନେଚର ଷ୍ଟେପ୍ କଲେ ଆଶା ଭୋସଲେ, ୮୮ ବର୍ଷ ବୟସରେ ଡ୍ୟାନ୍ସ ଦେଖୁ ଆଶ୍ଚର୍ଯ୍ୟ ହେଲେ ଲୋକେ

ମେଟ୍ରୋ ଟିଭି ବ୍ୟୁରୋ, ୦୪/୧୨: ଆଶା ଭୋସଲେଙ୍କୁ ‘ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସର୨’ରେ ସ୍ପେସାଲ୍ ଗେଷ୍ଟ ଭାବରେ ଦେଖିବାକୁ ମିଳିଛି । ଏହି ଆଗାମୀ ଏପିସୋଡର କିଛି ଝଲକ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଏହି ଭିଡିଓଗୁଡିକ ମଧ୍ୟରୁ ଗୋଟିଏ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ୮୮ ବର୍ଷ ବୟସରେ ଆଶା ଭୋସଲେ ଦମଦାର ଡ୍ୟାନ୍ସ କରୁଥିବା ଦେଖାଯାଇଛି। ଏହି ଭାଇରାଲ୍ ଭିଡିଓରେ ଆଶା ଭୋସଲେ ସମସ୍ତ ଜଜଙ୍କ ସହ ବସି କଥାବାର୍ତ୍ତା କରୁଥିବା ନଜର ଆସିଛନ୍ତି…

Ankita Lokhande and Vicky Jain's pre-wedding festivities

ଅଙ୍କିତା-ଭିକ୍କିଙ୍କ ପ୍ରି-ୱେଡିଂ ଫେଷ୍ଟିଭାଲ୍‌
ଭାଇରାଲ ହେଉଛି ଫଟୋ

ମେଟ୍ରୋ ଟିଭି ବ୍ୟୁରୋ, ୦୪/୧୨: ଏବେ ବଲିଉଡ୍ ଇଣ୍ଡଷ୍ଟ୍ରିର ଫିଲ୍ମ ଷ୍ଟାର ଠାରୁ ଆରମ୍ଭ କରି ସିରିଏଲ ଷ୍ଟାର ପର୍ଯ୍ୟନ୍ତ ସମସ୍ତ ବିବାହ କରୁଛନ୍ତି । ସବୁ ବଡ଼ ବଡ଼ ସେଲିବ୍ରିଟି ଏବେ ହାତକୁ ଦି ହାତ ହୋଇଛନ୍ତି। ରାଜକୁମାର ରାଓଙ୍କ ଠାରୁ ଆରମ୍ଭ କରି କ୍ୟାଟ୍ରିନା କୈଫ୍‌, ଭିକ୍କି କୌଶଲଙ୍କ ପରେ ଟେଲି ଦୁନିଆର ଶ୍ରଦ୍ଧା ଆଉ ଅନେକ ଏବେ ଏହି ତାଲିକାରେ ଯୋଡ଼ି ହୋଇଛନ୍ତି । ହେଲେ ଏବେ ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ…

katrina and Vicky Kaushal's royal wedding

ଆସନ୍ତା ୯ ତାରିଖରେ ଭିକ୍କି-କ୍ୟାଟ୍ରିନାଙ୍କ ରୟାଲ ୱେଡିଂ, ୧୨୦ ଅତିଥିଙ୍କୁ ନେଇ ହେବ ୪ ଦିନିଆ ଉତ୍ସବ

ମେଟ୍ରୋ ଟିଭି ବ୍ୟୁରୋ, ୦୪/୧୨: ବଲିଉଡ ଅଭିନେତା ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ ବିବାହକୁ ନେଇ ଅନେକ ଖବର ସାମ୍ନାକୁ ଆସୁଛି । ଯାହାକୁ ନେଇ ଦୀର୍ଘ ଦିନ ହେବ ସେମାନଙ୍କ ବିବାହ ବିଷୟରେ ଆଲୋଚନା ଚାଲିଛି। ଭିକି ଏବଂ କ୍ୟାଟ୍ରିନାଙ୍କ ବିବାହକୁ ନେଇ ଏପର୍ଯ୍ୟନ୍ତ ଅନେକ ଯୋଜନାର ପ୍ରସ୍ତୁତି ସରି ଯାଇଛି ବୋଲି ଶୁଣିବାକୁ ମିଳୁଛି । ହେଲେ ଏହି ସମୟରେ ବର୍ତ୍ତମାନ ଦମ୍ପତିଙ୍କ ବିବାହକୁ ନେଇ ଏକ ନୂଆ ଖବର ଆସିଛି ।ଖୁବଶୀଘ୍ର…

୮୦୦ ଗୋଲ୍ କରିଥିବା ଦୁନିଆର ପ୍ରଥମ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ

ମେଟ୍ରୋ ଟିଭି ବ୍ୟୁରୋ , ୪/୧୨: ପର୍ତ୍ତୁଗାଲ ଷ୍ଟାର ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ଆଉ ଏକ ରେକର୍ଡ କରିଛନ୍ତି। ରୋନାଲ୍ଡୋ ଇଂଲିଶ ପ୍ରିମିଅର ଲିଗରେ ମଞ୍ଚେଷ୍ଟର ୟୁନାଇଟେଡ଼ ତରଫରୁ ଖେଳି ଆର୍ସେନଲ ବିରୋଧରେ ୨ଟି ଗୋଲ କରି ଏହି ରେକର୍ଡ କରିଛନ୍ତି। ରୋନାଲ୍ଡୋଙ୍କ ଟିମ ଏହି ମ୍ୟାଚ ୩-୨ରେ ଜିତିଛି । ସେ ୮୦୦ ଗୋଲ କରିଥିବା ଦୁନିଆର ପ୍ରଥମ ଫୁଟବଲର ହୋଇଛନ୍ତି। ଏବେ ଯାଏଁ ସେ ୮୦୧ ଗୋଲ କରିସାରିଛନ୍ତି।ରୋନାଲ୍ଡୋ ମ୍ୟାଚର ପ୍ରଥମ ଗୋଲ ୫୨ମିନିଟରେ…

ମାଡି ଆସୁଛି ‘ଜୱାଦ’
ଚିନ୍ତାରେ ମତ୍ସ୍ୟଜୀବୀ

ମେଟ୍ରୋ ଟିଭି ବ୍ୟୁରୋ, ୦୪/୧୨: ବାତ୍ୟା ‘ଜୱାଦ’ ଯେତେ ପାଖେଇ ଆସୁଛି ସମୁଦ୍ର ସେତେ ଅଶାନ୍ତ ହେଉଛି । ଯାହା ଫଳରେ ମସ୍ୟଜୀବୀ ଭୟଭୀତ ହେଉଛନ୍ତି । ସମୁଦ୍ର ଅଶାନ୍ତ ଥିବାରୁ ଜୁଆର ବଢିବାରେ ଲାଗିଛି । କୂଳ ନିକଟକୁ ଜୁଆର ପାଣି ଆସୁଥିବାରୁ ସମୁଦ୍ର କୁଳରେ ଥିବା ଡଙ୍ଗା ଓ ଜାଲ ନଷ୍ଟ ହେବା ଆଶଙ୍କାରେ ମସ୍ୟଜୀବୀମାନେ ଡଙ୍ଗାକୁ ବାନ୍ଧିବା ସହ ଏବେ କୂଳ ନିକଟରେ ଜଗି ବସିଛନ୍ତି । ଏଭଳି ଦୃଶ୍ୟ ଛତ୍ରପୁର ବ୍ଲକ…

Cyclone Jawad

ଆସୁଛି ଜୱାଦ,
ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍‌

ମେଟ୍ରୋ ଟିଭି ବ୍ୟୁରୋ,୦୩/୧୨: ସବୁଠି ବାତ୍ୟା ‘ଜୱାଦ’ ନେଇ ହାଇଆଲର୍ଟ । ତେବେ ଏହାକୁ ଦୃଷ୍ଟିରେ ରଖି ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରିଛନ୍ତି ରାଜ୍ୟ ସରକାର । ସମସ୍ତ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ସରକାର । ସମସ୍ତ କର୍ମଚାରୀ ନିଜ ନିଜର ହେଡକ୍ବାର୍ଟର୍ସରେ ରହିବାକୁ ନିର୍ଦେଶ ଦିଆଯାଇଛି । ଏମିତିକି ଛୁଟିରେ ଥିବା କର୍ମଚାରୀ ମଧ୍ୟ ତୂରନ୍ତ କାର‌୍ୟ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସରକାର…

Amir Khan and Kiran Rao reunite for their son's birthday

ଛାଡପତ୍ର ପରେ ପୁଣି ଏକାଠି ହେଲେ ଅମୀର-କିରଣ,
ଫଟୋ ଦେଖି ଟ୍ରୋଲ କଲେ ୟୁଜର୍ସ

ମେଟ୍ରୋ ଟିଭି ବ୍ୟୁରୋ,୦୩/୧୨: ବଲିଉଡର ପରଫେକ୍ଟନିଷ୍ଟ ଅମୀର ଖାନ ଏବଂ କିରଣ ରାଓ ପାରସ୍ପରିକ ସହମତିରେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ । ଚଳିତ ବର୍ଷ ଜୁଲାଇ ମାସରେ ଦୁହେଁ ଏକାଠି ଅଲଗା ହେବାକୁ ଘୋଷଣା କରିଥିଲେ । ଅମୀର ଏବଂ କିରଣଙ୍କ ଏହି ଘୋଷଣା ପରେ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ସମୟ ମଧ୍ୟରେ, ଦୁହିଁଙ୍କୁ ବହୁତ ଟ୍ରୋଲ୍ କରାଯାଇଥିଲା । ବର୍ତ୍ତମାନ ଉଭୟ ସ୍ୱାମୀ-ସ୍ତ୍ରୀ ପରି ଏକାଠି ରହୁ ନାହାଁନ୍ତି ସତ, କିନ୍ତୁ…

Mirzapur actor bramha Mishra found dead at his mumbai home

ମିର୍ଜାପୁର ଅଭିନେତାଙ୍କ ପରଲୋକ, ଫ୍ଲାଟରୁ ମିଳିଲା ବ୍ରହ୍ମା ମିଶ୍ରାଙ୍କ ମୃତଦେହ

ମେଟ୍ରୋ ଟିଭି ବ୍ୟୁରୋ, ୦୩/୧୨: ପପୁଲାର ୱେବ୍ ସିରିଜ୍ ମିର୍ଜାପୁର-୨ ର ଅଭିନେତା ବ୍ରହ୍ମା ମିଶ୍ରାଙ୍କର ପରଲୋକ । ବ୍ରହ୍ମାଙ୍କ ପରଲୋକ ହୋଇଥିବା ନେଇ ସୂଚନା ଦେଇଛନ୍ତି ତାଙ୍କ ବନ୍ଧୁ ଦିବ୍ୟେନ୍ଦୁ ଶର୍ମା । ଏହି ଓ୍ବେବ୍ ସିରିଜ୍‌ରେ ସେ ଲଳିତ୍ ଭୂମିକାରେ ନଜର ଆସିଥିଲେ । ନିଜର ଅଭିନୟ ଯାଦୁରେ ଦର୍ଶକଙ୍କ ମନ ଜିଣିଥିଲେ ବ୍ରହ୍ମା ।ସୂଚନା ଅନୁସାରେ, ଡିସେମ୍ବର ୨୯ ତାରିଖରେ ହଠାତ୍ ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ଏହା ପରେ ସେ…

miesha Iyer and Ishaan sehgal's private video leaked

ଷ୍ଟାର କପଲଙ୍କ ପ୍ରାଇଭେଟ୍ ଭିଡିଓ ଭାଇରାଲ

ଷ୍ଟାର କପଲଙ୍କ ପ୍ରାଇଭେଟ୍ ଭିଡିଓ ଭାଇରାଲମେଟ୍ରୋ ଟିଭି ବ୍ୟୁରୋ, ୦୩/୧୨: ପପୁଲାର ଶୋ ବିଗ୍ ବସ୍ ର ବୋଲ୍ଡ କପଲ୍ ଇଶାନ୍ ସେହଗଲ୍ ଏବଂ ମାଇଶା ଆୟର ବେଶ୍ ଜଣାଶୁଣା । ଦୁହିଁଙ୍କର ଏକ ପ୍ରାଇଭେଟ୍ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଗୂରି ବୁଲୁଛି । ଏହି ଭିଓରେ ଦୁହେଁ ରୋମାନ୍ସ କରୁଥିବାର ନଜର ଆସିଛନ୍ତି । ଦୁହେଁ ଏହି ଭିଡିଓ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଉଭୟଙ୍କ ଏହି ଭିଡିଓ ଦେଖିବା ପରେ…

Cyclone Jawad

ଆସନ୍ତା ୧୨ ଘଣ୍ଟାରେ ତାଣ୍ଡବ ରଚିବ ‘ଜୱାଦ’

ମେଟ୍ରୋ ଟିଭି ବ୍ୟୁରୋ, ୦୩/୧୨: ବଙ୍ଗୋପସାଗରରେ ଗଭୀର ଅବପାତର ରୂପ ନେଲା ବାତ୍ୟା । ଆସନ୍ତା ୧୨ ଘଣ୍ଟା ଭିତରେ ବାତ୍ୟାର ରୂପ ନେବ । ଶନିବାର ସକାଳ ସୁଦ୍ଧା ଆନ୍ଧ୍ରପ୍ରଦେଶ ଓ ଓଡିଶା ଉପକୂଳରେ ପହଞ୍ଚିବା ସମ୍ଭାବନା ରହିଛି । ଏହା ପ୍ରଭାବରେ ଶୁକ୍ରବାରଠୁ ବର୍ଷା ହେବ । ଗୋପାଳପୁରରୁ ଦକ୍ଷିଣ ପୂର୍ବ ଦିଗରେ ୬୭୦କି.ମି. ଏବଂ ପାରାଦୀପରୁ ୭୬୦କି.ମି. ଦୂରରେ ରହିଛି । ୩୦ କି.ମି. ବେଗରେ ଏହା ଗତି କରୁଛି । ପବନର…

Loading…

Something went wrong. Please refresh the page and/or try again.


Follow My Blog

Get new content delivered directly to your inbox.

%d bloggers like this: