ଓଏସ୍‌ଡିଏମଏର ତିନି ଦିନିଆ କର୍ମଶାଳା ଅନୁଷ୍ଠିତ

OSDMAorganising3daysworkshop

ଓଏସ୍‌ଡିଏମଏର ତିନି ଦିନିଆ କର୍ମଶାଳା ଅନୁଷ୍ଠିତ


ମେଟ୍ରୋ ଟିଭି ବ୍ୟୁରୋ,୧୭/୧୨- ଡିସେମ୍ବର ୧୫ ତାରିଖରେ ମହାରାଷ୍ଟ୍ରର ଓଏସଡିଏମଏ ପକ୍ଷରୁ ୩ ଦିନିଆ କର୍ମଶାଳା ଓଡିଶାର ରାଜଧାନୀ ଭୁବନେଶ୍ୱର ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାରାଷ୍ଟ୍ର ରାଇଗଡ ଜିଲ୍ଲାର କିଛି ସରକାରୀ କର୍ମଚାରୀ ,କିଛି ହିତାଧୀକାରୀଙ୍କୁ ନେଇ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ କି ପ୍ରାକୃତିକ ବିପର୍ଯ୍ୟୟ,କ୍ଷୟକ୍ଷତିକୁ ନେଇ ଆଲୋଚନା କରାଯାଇଥିଲା । ପ୍ରାକୃତିକ ବିପର୍ଯ୍ୟୟରେ ଓଡିଶାର ର ଯେଉଁ କ୍ଷୟକ୍ଷତି ହୋଇଛି ଏହାର ଆକଳନ କରାଯାଇଛି । ଏହି କର୍ମଶାଳାକୁ ଓଡିଶା ଷ୍ଟେଟ ଡିଜାଷ୍ଟର ଅଥରିଟି ଆୟୋଜନ କରିଛନ୍ତି । ଏଥିରେ ଡକ୍ଟର ସତ୍ୟଜିତ ମହାନ୍ତି ଯିଏକି ଓପିଏସିର ଚ୍ୟାରମ୍ୟାନ ଅଛନ୍ତି । ୧୯୯୯ ରେ ହୋଇଥିବା ମହାବାତ୍ୟା ଏବଂ ୨୦୧୯ ରେ ହୋଇଥିବା ଫନି ବିଷୟରେ ଯେଉଁ କ୍ଷୟକ୍ଷତି ହୋଇଥିଲା ସେ ବିଷୟରେ ସବିଶେଷ ଆଲୋଚନା କରିଥିଲେ । ରାଇଗଡ ଜିଲ୍ଲା ମହାରାଷ୍ଟ୍ରରେ ଥିବା ମଧୁସୁଦନ ଏକାଡେମୀ ଅଫ ଫାଇନାନ୍ସ ରେ ୧୫ ଡିସେମ୍ବରରେ ଭୁବନେଶ୍ୱରରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାରେ ବହୁ,ସରକାରୀ କର୍ମୀ,ଓ ରିସର୍ଚ୍ଚ ପର୍ସନ ଭାଗ ନେଇଥିଲେ ।

Leave a Reply

%d bloggers like this: