ଷ୍ଟାର କପଲଙ୍କ ପ୍ରାଇଭେଟ୍ ଭିଡିଓ ଭାଇରାଲ

miesha Iyer and Ishaan sehgal's private video leaked

ଷ୍ଟାର କପଲଙ୍କ ପ୍ରାଇଭେଟ୍ ଭିଡିଓ ଭାଇରାଲ

ଷ୍ଟାର କପଲଙ୍କ ପ୍ରାଇଭେଟ୍ ଭିଡିଓ ଭାଇରାଲ
ମେଟ୍ରୋ ଟିଭି ବ୍ୟୁରୋ, ୦୩/୧୨: ପପୁଲାର ଶୋ ବିଗ୍ ବସ୍ ର ବୋଲ୍ଡ କପଲ୍ ଇଶାନ୍ ସେହଗଲ୍ ଏବଂ ମାଇଶା ଆୟର ବେଶ୍ ଜଣାଶୁଣା । ଦୁହିଁଙ୍କର ଏକ ପ୍ରାଇଭେଟ୍ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଗୂରି ବୁଲୁଛି । ଏହି ଭିଓରେ ଦୁହେଁ ରୋମାନ୍ସ କରୁଥିବାର ନଜର ଆସିଛନ୍ତି । ଦୁହେଁ ଏହି ଭିଡିଓ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଉଭୟଙ୍କ ଏହି ଭିଡିଓ ଦେଖିବା ପରେ ପ୍ରଶଂସକମାନେ ଏହି ଯୋଡିର ଡ୍ୟାରିଙ୍ଗ ଅନ୍ଦାଜକୁ ନେଇ ଚର୍ଚ୍ଚା କରୁଛନ୍ତି ।
ଦୁହେଁ ଭିଡିଓ ସେୟାର କରି ଗୋଟିଏ ହିଁ କ୍ୟାପ୍ସନ ଲେଖିଛନ୍ତି । ସେମାନେ ଲେଖିଛନ୍ତି, “ୱାଇନ, ଡାଇନ ଆଣ୍ଡ ମ୍ୟାନ ସୋ ଫାଇନ” ଏହାସହ ଏକ ହାର୍ଟ ଇମୋଜୀ ସେୟାର କରିଛନ୍ତି । ଇଶାନ୍ ଓ ମିଶାଙ୍କ ଏହି ଭିଡିଓ କୌଣସି ହୋଟେଲର ଯେଉଁଠିକି କପଲ ଡିନର ଡେଟ ପାଇଁ ଯାଇଥିଲେ ।
ଭିଡିଓ ଭାଇରାଲ ହେବାପରେ ୟୁଜର୍ସ ନାନା ପ୍ରତିକ୍ରିୟା ରଖିଛନ୍ତି । କିଛି ତାଙ୍କର ଏହି ଡ୍ୟାରିଙ୍ଗ ଅନ୍ଦାଜକୁ ପସନ୍ଦ କରିଥିବାବେଳେ ଆଉ କେହି କେହି ଏହାକୁ ନେଇ ସମାଲୋଚନା କରୁଛନ୍ତି । ଏହିଭଳି ପ୍ରାଇଭେଟ ଭିଡିଓ ସୋସିଆଲ ମିଡ଼ିଆ ସେୟାର କରିବା ଉଚିତ ନୁହେଁ ବୋଲି ଲୋକେ କହିଛନ୍ତି ।

Leave a Reply

%d bloggers like this: