ଆଜି ବିଶ୍ୱ ଏଡ୍‌ସ୍ ଦିବସ

World AIDS Day

ଆଜି ବିଶ୍ୱ ଏଡ୍‌ସ୍ ଦିବସ


ମେଟ୍ରୋ ଟିଭି ବ୍ୟୁରୋ , ୧/୧୨: ବିଶ୍ୱ ଏଡ୍‌ସ୍‌ ଦିବସ ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା । ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି ବାଲୁକାକଳା ର୍ନିମାଣ କରି ଏଡ଼ସ ସଚେତନତା ର ବାର୍ତା ଦେଇଛନ୍ତି । ବିଶ୍ୱବାସୀ ଏଡ଼ସର ଭୟାବହତା ସମ୍ପର୍କରେ ଜାଣିବା ସହ ଏହି ରୋଗରୁ ମୁକ୍ତ ରହିବା ପାଇଁ ସେ ନିବେଦନ କରିଛନ୍ତି ।
ବାଲୁକା କଳା ରେ ସେ ଏକ ରେଡ ରିବନ ପ୍ରସ୍ତୁତ କରିବା ସହ ରୋଗରୁ ମୁକ୍ତ ରହିବାକୁ ପରାମର୍ଶ ଦେଇଛନ୍ତି। ପ୍ରାୟ ୧୫ ଟନ ବାଲିରେ ଏହି ସୁନ୍ଦର ବାଲୁକା କଳା ର୍ନିମାଣ ହୋଇଛି।

Leave a Reply

%d bloggers like this: