ବାଇକରେ ବୁଲୁଛି ଗାଈ

A man carrying a cow in his bike

ବାଇକରେ ବୁଲୁଛି ଗାଈ


ପ୍ରତ୍ୟକଦିନ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ ପୋଷ୍ଟ ହେଉଛି। ସେଗୁଡିକ ମଧ୍ୟରୁ ଏମିତି କିଛି ଭିଡିଓ ରହିଥାଏ ଯାହାକି ଖୁବ୍ ଶୀଘ୍ର ଭାଇରାଲ ହୋଇଥାଏ । ଆଉ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ସେହି ଭିଡିଓ ବେଶ ପସନ୍ଦ ମଧ୍ୟ ଅସିଥାଏ ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି କୌଣସି କାମରେ ଗାଈକୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ନେବା ପାଇଁ ଏକ ସୁନ୍ଦର ବ୍ୟବସ୍ଥାକୁ ଆପଣାଇଛନ୍ତି। ବ୍ୟକ୍ତି ଜଣକ ଗାଈକୁ ନିଜ ବାଇକ ପଛରେ ବସାଇ ତାକୁ ଦଉଡିରେ ବାନ୍ଧି ଦେଇଛନ୍ତି। ଗାଈ ବି ମାଲିକ କଥା ମାନି ଖୁବ ଆରମରେ ଗାଡ଼ି ପଛପଟେ ବସି ଯାଇଛି। ରାସ୍ତାରେ ଯାଉଥିବା ଅନ୍ୟ ଯାତ୍ରୀମାନେ ଏଦୃଶ୍ୟକୁ ନିଜ କ୍ୟାମେରାରେ କୈଦ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ତାହା ଭାଇରାଲ ହୋଇଯାଇଛି।

Leave a Reply

%d bloggers like this: