ନର୍କ ମନ୍ଦିର

ନର୍କ ମନ୍ଦିର


ମେଟ୍ରୋ ଟିଭି ବ୍ୟୁରୋ , ୧୬/୧୦ ; ମନ୍ଦିର ଏପରି ଏକ ପବିତ୍ର ସ୍ଥାନ ଯେଉଁଠି ମନୋକାମନା ପୂର୍ଣ୍ଣ ପାଇଁ ପ୍ରାର୍ଥନା କରିବା ସହ କ୍ଷମା, ଯାଚନ , ଦାନ, ର୍ଧମ ଆଦି କରାଯାଏ । ମନ୍ଦିରର ଶାନ୍ତ ପରିବେଶରେ ରହିଲେ ଆନନ୍ଦ ମିଳେ । ତେବେ ଥାଇଲ୍ୟାଣ୍ଡରେ ଏପରି ଏକ ମନ୍ଦିର ଅଛି , ଯାହା ନର୍କ ମନ୍ଦିର ଭାବେ ପ୍ରସିଦ୍ଧ । ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକ୍ ଠାରେ ଅବସ୍ଥିତ ବିଶ୍ୱର ଏହା ଏକମାତ୍ର ନର୍କ ମନ୍ଦିର ।
ଏହି ମନ୍ଦିର ବ୍ୟାଙ୍କକ୍‌ଠାରୁ ୭୦୦ କି.ମି. ଦୂରରେ ଥିବା ଚିଆଙ୍ଗ ମାଇ ସହରରେ ଅବସ୍ଥିତ । ବୈଦ୍ଧ ଭକ୍ଟକ୍ଷର ପ୍ରା କ୍ରୁ ବିଶାନ୍‌ଜାଲିକନ୍ ଦୂାରା ନିର୍ମିତ ଏହି ନର୍କ ମନ୍ଦିର । ମନ୍ଦିରର ମୂର୍ତ୍ତି ଏପରି ହେଇଛି ଯେପରି ପ୍ରକୃତରେ ନର୍କରେ କାହାକୁ ନିର୍ଯାତନା ଦିଆଯାଉଛି ।
ଲୋକ ସୂଚନା ଅନୁଯାୟୀ , ଏହି ନର୍କ ମନ୍ଦିର ପରିଦର୍ଶନ କଲେ ପାପର ପ୍ରାୟଶ୍ଚିତ ମିଳେ ।

Leave a Reply

%d bloggers like this: