ଭାରତୀୟ ସ୍ପିନର କୁଲଦୀପ ଯାଦବଙ୍କ ସଫଳ ଅସ୍ତ୍ରୋପଚାର

ଭାରତୀୟ ସ୍ପିନର କୁଲଦୀପ ଯାଦବଙ୍କ ସଫଳ ଅସ୍ତ୍ରୋପଚାର

ଭାରତୀୟ ସ୍ପିନର କୁଲଦୀପ ଯାଦବଙ୍କ ସଫଳ ଅସ୍ତ୍ରୋପଚାର


ମେଟ୍ରୋ ଟିଭି ବ୍ୟୁରୋ, ୩୦/୯.କୋଲକାତା ନାଇଟ ରାଇଡର୍ସ ଓ ଭାରତୀୟ ସ୍ପିନର କୁଲଦୀପ ଯାଦବଙ୍କ ମଙ୍ଗଳବାର ଦିନ ସଫଳ ଅସ୍ତ୍ରୋପଚାର ହୋଇଛି । ୟୁଏଇରେ ଆଇପିଏଲ୍‌-୨୦୨୧ ଖେଳିବାକୁ ଯାଇଥିବା ବେଳେ କୁଲଦୀପଙ୍କ ଆଣ୍ଠୁରେ ଗୁରୁତ୍ୱର ଆଘତ ଲାଗିଥିଲା । ଏଣୁ ତୁରନ୍ତ ସ୍ୱଦେଶ ଫେରିବାକୁ ବାଧ୍ୟ ହେଲେ ଯାଦବ ।
ସେ ସୂଚନା ଦେଇଛନ୍ତି , ତାଙ୍କ ଅସ୍ତ୍ରୋପଚାର ସଫଳ ହୋଇଛି । ଆରୋଗ୍ୟ ହେବା ପରେ ସେ ବେଙ୍ଗାଲୁରସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମିରେ ରହି ଫିଟେନସ୍ ଫେରି ପାଇବାକୁ ଚେଷ୍ଟା କରିବେ । ନିଃସ୍ୱାର୍ଥ ସମର୍ଥନ ଲାଗି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଜୀବନର ସବୁଠାରୁ ବେଶି ଭଲପାଉଥିବା କ୍ରକେଟ୍ ପଡ଼ିଆକୁ ଫେରିବାକୁ ସେ ବ୍ୟଗ୍ର।

Leave a Reply

%d bloggers like this: