ପିପିଲି ଭୋଟ୍‌

ପିପିଲି ଭୋଟ୍‌

ପିପିଲି ଭୋଟ୍‌


ମେଟ୍ରୋ ଟିଭି ବ୍ୟୁରୋ , ୩୦/୯. ପିପିଲି ଉପନିର୍ବାଚନ ଲାଗି ସୁରୁଖୁରରେ ଚାଲିଛି ମତଦାନ ପ୍ରକ୍ରିୟା । ଦିନ ୧୧ଟା ସୁଦ୍ଧା ୨୪.୭୬ ପ୍ରତିଶତ ମତଦାନ ହୋଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି । ମତଦାନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ମକ୍ ଡ୍ରିଲ କରାଯାଇଥିଲା ।
ସୂଚନା ଅନୁଯାୟୀ , ମତଦାନ ପ୍ରକ୍ରିୟା ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏଁ ଚାଲିବ । ପିପିଲି ବ୍ଲକ୍ର ସମୁଦାୟ ୧୯୯ଟି ବୁଥ୍ ଓ ଡେଲାଙ୍ଗ ବ୍ଲକ୍ର ୧୪୯ଟି ବୁଥ୍ ରେ ମତଦାନଜାରି ରହିଛି।୧,୧୯,୨୦୬ ଜଣ ପୁରୁଷ ଭୋଟର ଓ ୧,୧୦,୭୯୦ଜଣ ମହିଳା ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ। ଏହାବାଦ୍ ୨ ଜଣ ତୃତୀୟ ଲିଙ୍ଗ ଓ ୩୨୧ଜଣ ସର୍ଭିସ୍ ଭୋଟର୍ ମଧ୍ୟ ଭୋଟ୍ ଦେବେ।

Leave a Reply

%d bloggers like this: