ଦୁର୍ଗାପୂଜା ପାଇଁ ଗାଇଡଲାଇନ , ପୂଜାକୁ ହଁ ଶ୍ରଦ୍ଧାଳୁଙ୍କୁ ନା

ଦୁର୍ଗାପୂଜା ପାଇଁ ଗାଇଡଲାଇନ , ପୂଜାକୁ ହଁ ଶ୍ରଦ୍ଧାଳୁଙ୍କୁ ନା


ମେଟ୍ରୋ ଟିଭି ବ୍ୟୁରୋ , ୨୯/୯.ଦୁଗାପୂଜା ପାଇଁ ଗାଇଡଲାଇନ ଜାରି କଲା ଭୁବନେଶ୍ୱର ମହାନଗର ନିଗମ । କୋଭିଡର ସମସ୍ତ ଗାଇଡଲାଇନକୁ ମାନି ପୂଜା କମିଟି ମାନେ ପୂଜା କରିବେ ।
ସୂଚନା ଅନୁଯାୟୀ , ମୂର୍ତ୍ତର ଉଚ୍ଚତା ୪ଫୁଟର ରହିବ । ମଣ୍ଡପର ୩ ପାଶ୍ୱର୍ ସଂପୂର୍ଣ୍ଣ ବନ୍ଦ ରହିବ । ଗୋଟିଏ ପାଶ୍ୱର୍ ଆଂଶିକ ଖୋଲା ରହିବ । କେବଳ ପରମ୍ପରାକୁ ରକ୍ଷା କରିବାକୁ ପୂଜା କରାଯିବ । କେହି ଦର୍ଶନାର୍ଥୀ ଦର୍ଶନ କରିପାରିବେ ନାହିଁ । ପୂଜା ପାଇଁ ୭ଜଣରୁ ଅଧିକା ଅନୁମତି ନାହିଁ । ମନୋରଞ୍ଜନ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ବନ୍ଦ ରହିବ । ଭସାଣିରେ ଶୋଭାଯାତ୍ରା କରାଯିବ ନାହିଁ । କୃତ୍ରିମ ପୋଖରୀରେ ବିର୍ସଜନ କରାଯିବ ବୋଲି ଗାଇଡଲାଇନ ଜାରି କରା ଯାଇଛି ।

Leave a Reply

%d bloggers like this: