ଆଜି ଭଗବତ ସିିଂ ଙ୍କ ଜନ୍ମ ଜୟନ୍ତୀ, ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କଲେ ମୋଦି

ଆଜି ଭଗବତ ସିିଂ ଙ୍କ ଜନ୍ମ ଜୟନ୍ତୀ, ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କଲେ ମୋଦି


ମେଟ୍ରୋ ଟିଭି ବ୍ୟୁରୋ, ୨୮/୯; ଆଜି ହେଉଛି କ୍ରାନ୍ତୀକାରୀ ସ୍ୱାଧୀନତା ସଂଗ୍ରାମୀ ଭଗବତ ସିଂ ଙ୍କ ଜନ୍ମ ବାର୍ଷିକୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ତାଙ୍କର ସାହସିକତା ପାଇଁ ସେ ଚିରସ୍ମରଣୀୟ ହୋଇ ରହିଛନ୍ତି ।
୧୯୭୦ ମସିହାରେ ଜନ୍ମ ହୋଇଥିବା ଭଗବତ ସିଂଙ୍କୁ ମାତ୍ର ୨୩ ବର୍ଷ ହୋଇଥିଲା ଯେତେବେଳେ ତାଙ୍‌କୁ ୧୯୩୧ ମସିହାରେ ବ୍ରିଟିଶମାନେ ମୃତ୍ୟୁଦଣ୍ଡ ଦେଇଥିଲେ । ତାଙ୍କର ଆଦର୍ଶବାଦ, ତାଙ୍କ ବଳିଦାନ ସହିତ ତାଙ୍କୁ ଏକ ଲୋକ ନାୟକ ଏବଂ ଅନେକଙ୍କ ପାଇ ଁ ପ୍ରେରଣା ଦେଇଥିଲା ।
ମୋଦି ଏକ ଟୁଇଟ୍ ରେ କହିଛନ୍ତି, ସାହସୀ ଭଗବତ ସିଂ ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ବାସ କରନ୍ତି । ତାଙ୍କର ସାହସିକ ବଳିଦାନ ଅସଂଖ୍ୟ ଲୋକଙ୍କ ମଧ୍ୟରେ ଦେଶପ୍ରେମର ଜ୍ୱଳନ୍ତ ଜାଳେଣି । ମୁଂ ତାଙ୍କ ଜୟନ୍ତୀ ରେ ତାଙ୍କୁ ପ୍ରଣାମ କରୁଛି ଏବଂ ତାଙ୍କର ଉତ୍ତମ ଆଦର୍ଶକୁ ମନେ ପକାଉଛି ।

Leave a Reply

%d bloggers like this: