ଧମାଲ ମଚାଉଛନ୍ତି ଗୋଲଡେନ ବୟ ନୀରଜ

ଧମାଲ ମଚାଉଛନ୍ତି ଗୋଲଡେନ ବୟ ନୀରଜ


ମେଟ୍ରୋ ଟିଭି ବ୍ୟୁରୋ, ୨୭/୯; ଟୋକିଓ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ଜିତିବା ପରେ ଏବେ ବେଶ ଚର୍ଚ୍ଚାରେ ରହୁଛନ୍ତି ନୀରଜ । କେବେ ସେ ବିଜ୍ଞାପନ, ମାଗାଜିନ, ଟିଭି ସୋ ତ ଆଉ କେବେ ସୋସିଆଲ ମିଡିଆରେ ସେ ହଟ ପିକ୍ ରେ ରହୁଛନ୍ତି । କିଛି ଦିନ ତଳେ ସେ ଇଣ୍ଡିଆ ଟିଡେ ମାଗାଜିନ ଫଟୋସୁଟରେ ନଜର ଆସିଥିଲେ । ଏବେ ସେ ରିଆଲିଟି ସୋ ରେ ମଧ୍ୟ ନଜର ଆସିଛନ୍ତି । ସେଠାକୁ ଯାଇ ଡ୍ୟାନ୍ସ କରୁଥିବା ଭିଡିଓ ବି ବେଶ ଭାଇରାଲ ହେଉଛି । ରିଆଲିଟି ସୋ ରେ ଡ୍ୟାନ୍ସର ରାଘବଙ୍କ ସହ ବେଶ୍ ମଜ୍ଜାଳିଆ ଢଙ୍ଗରେ ନାଚୁଛନ୍ତି ।
ଏହି ଭିଟିଓରେ ନୀରଜ ଏବଂ ରେମୋ ଏକାଠି ୱାକ୍ କରୁଛନ୍ତି । ଏହି ଭିଡିଓ ସେୟାର ହେବା ପରେ ନୀରଜଙ୍କ ଫଲୋଅର ବଢିବାରେ ଲାଗିଛି । ଦେଶର ସମ୍ମାନ ବଢାଉଥିବା ନୀରଜ ଚୋପ୍ରାଙ୍କୁ ଉଣ୍ଡିଆ ଗୁଡେ ମସଲା ପ୍ରତିକାର କଭର ପେଜରେ ମଧ୍ୟ ଏକ ପ୍ରମୁଖ ସ୍ଥାନ ଦିଆଯାଇଛି । ନୀରଜ ଚୋପ୍ରା ନିଜେ ଏହି ଭିଡିଓକୁ ତାଙ୍କ ଅଫିସିଆଲ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।

Leave a Reply

%d bloggers like this: