ମାମୁଁ – ଭଣଜାଙ୍କ ବିବାଦରେ ଫସିଲେ ଆରତୀ ସିଂ

ମାମୁଁ – ଭଣଜାଙ୍କ ବିବାଦରେ ଫସିଲେ ଆରତୀ ସିଂ


ମେଟ୍ରୋ ଟିଭି ବ୍ୟୁରୋ, ୨୬/୯: ଟିଭିର ଲୋକପ୍ରିୟ ରିୟାଲିଟି ଶୋ ବିଗ୍‌ବସ୍‌ର ପ୍ରତିଯୋଗୀ ରହିସାରିଛନ୍ତି ଆରତୀ ସିଂ । କ୍ରିଷ୍ଣା ଓ ଗୋବିନ୍ଦାଙ୍କ ଭିତରେ କିଛି ବର୍ଷ ହେବ ବିବାଦ ଚାଲିଛି । ଏବେ ଏହି କଥା ଲୋକଲୋଚନକୁ ଆସିଛି, ଯାହା ପରଠାରୁ ଲଗାତାର ପରିବାରର କେହି ନା କେହି ସଦସ୍ୟଙ୍କର ପ୍ରତିକ୍ରିୟା ସାମ୍ନାକୁ ଆସିବାରେ ଲାଗିଛି । ମିକଟରେ ଏହି ମାମଲା ଉପରେ କ୍ରିଷ୍ଣାଙ୍କ ଭଉଣୀ ଅଭିନେତ୍ରୀ ଆରତୀ ସିଂ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି ।
ଆରତି ଏ ବିଷୟରେ କହିଛନ୍ତି କି, ସେମାନଙ୍କ ଭିତରେ ଯାହା ବି ବିବାଦ ହୋଇଛି, ମୋତେ ଏବଂ ପରିବାରକୁ ମଧ୍ୟ ଏହାର ପରିଣାମ ଭୋଗିବାକୁ ପଡୁଛି । ଚିଚି ମା ଓ ତାଙ୍କ ପରିବାର ସଦସ୍ୟ ମୋ ସହ କଥାବାର୍ତ୍ତା କରନ୍ତି ନାହିଁ । ଆରତୀ ମାମା ଓ ଭଣଜା ଭିତରେ ଲାଗିଥିବା ବିବାଦକୁ ଶେଷ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେଥିରେ କିଛି ଫରକ ପଡିନଥିଲା ।

Leave a Reply

%d bloggers like this: