ହ୍ୱାଇଟ୍ ହାଉସରେ ମୋଦି – ବାଇଡେନ ଆଲୋଚନା

ହ୍ୱାଇଟ୍ ହାଉସରେ ମୋଦି – ବାଇଡେନ ଆଲୋଚନା


ମେଟ୍ରୋ ଟିଭି ବ୍ୟୁରୋ, ୨୫/୯: କ୍ୱାଡ୍ ସମ୍ମିଳନୀ ପୂର୍ବରୁ ମୋଦ- – ବାଇଡେନ ଆଲୋଚନା । ୯୦ ମିନିଟରୁ ଅଧିକ ସମୟ ଧରି ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ଦୁଇ ନେତା । ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ଭାରତ – ଆମେରିକା ମଧ୍ୟରେ ସମ୍ପର୍କ ଅନେକ ବୈଶ୍ୱିକ ଆହ୍ୱାନର ସମାଧାନ କରିପାରିବ ବୋଲି ବାଇଡେନ କହିଛନ୍ତି । ମୋଦି କହିଥିଲେ ଆଜିର ଦ୍ୱିପାକ୍ଷିକ ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଦୁଇ ଦେଶର ମଜବୁତ ସମ୍ପର୍କ ପାଇଁ ମଞ୍ଜି ବୁଣାଗଲା ।
ଆମେରିକାର ଅନେକ ଜିନିଷ ଭାରତ ପାଇଁ ଦରକାରୀ । ଆଉ ଭାରତର ଅନେକ ଜିନିଷ ଆମେରିକା ପାଇଁ ଦରକାରୀ ବୋଲି ମୋଦି କହିଥିଲେ । ଅହିଂସାକୁ ସମ୍ମାନ ଏବଂ ସହନଶୀଳତା ବର୍ତ୍ତମାନ ସମୟର ବଡ ଆବଶ୍ୟକତା ବୋଲି ବାଇଡେନ କହିଥିଲେ ।

Leave a Reply

%d bloggers like this: