ମୁଣ୍ଡଳୀ ବ୍ରିଜରେ ଫସିଥିବା ହାତୀର ଦୀର୍ଘ ୨୨ ଘଣ୍ଟା ଧରି ସଂଘର୍ଷ କରିବା ପରେ ମୃତ୍ୟ

ମୁଣ୍ଡଳୀ ବ୍ରିଜରେ ଫସିଥିବା ହାତୀର ଦୀର୍ଘ ୨୨ ଘଣ୍ଟା ଧରି ସଂଘର୍ଷ କରିବା ପରେ ମୃତ୍ୟ


ମେଟ୍ରୋ ଟିଭି ବୁୂ୍ୟରୋ , ୨୫/୯ .ଶେଷରେ ମୃତ୍ୟବରଣ କରିଛି ଗଜରାଜ । ଗତକାଲି ଅପରେସନ ଗଜରାଜ ସମୟରେ ଘଟିଯାଇଥିବା ଅଘଟଣ ପରେ ଖବର ମିଳୁଛି ହାତୀଟିର ମୃତ୍ୟୁ ହୋଇଛି । ଦୀର୍ଘ ୨୨ ଘଣ୍ଟାର ସଂର୍ଘଷର ଅନ୍ତ ଘଟିଛି । ଲୋକ କହିବାନୁଯାଇ ହାତୀଟି ଭାସି ଯାଇଛି ,ଯାହା ଫଳରେ ତାର ମୃତ୍ୟୁ ଘଟିଛି ।
ସୂଚନା ଅନୁଯାୟ, ହାତୀଟିର ମୃତ୍ୟୁ ହୋଇସାରିଥିବା ବେଳେ ତାର ମୃତ ଦେହ ଏଯାଏ ମିଳୁନାହିଁ । ବନ କର୍ମଚାରୀ କିମ୍ବା ଅଗ୍ନିଶମ ବାହିନୀ ମଧ୍ୟ ଏନେଇ କୌଣସି ସ୍ପଷ୍ଟ ଖବର ଦେଇ ନାହାନ୍ତି । ।

Leave a Reply

%d bloggers like this: