ପାକିସ୍ଥାନର ଲାଲ ମସ୍‌ଜିଦରେ ଉଡିଲା ତାଲିବାନ ପତାକା

ପାକିସ୍ଥାନର ଲାଲ ମସ୍‌ଜିଦରେ ଉଡିଲା ତାଲିବାନ ପତାକା

ପାକିସ୍ଥାନର ଲାଲ ମସ୍‌ଜିଦରେ ଉଡିଲା ତାଲିବାନ ପତାକା


ମେଟ୍ରୋ ଟିଭି ବ୍ୟୁରୋ ,୨୧/୯ ; ଇସଲାମାବାଦର ଲାଲ୍ ମସ୍‌ଜିଦରେ ଉଡୁଛି ତାଲିବାନର ପତାକା । ଯାହା ଏବେ ଇମ୍ରାନ ସରକାରଙ୍କ ହୋଶ୍ ଉଡାଇ ଦେଇଛି । ଯେଉଁ ତାଲିବାନ ଭଳି ନିଆଁକୁ ପାକିସ୍ଥାନ ଅଣ୍ଟିରେ ପୂରାଇଥିଲା ତାହା ଏବେ ଅଣ୍ଟିପୋଡିବାକୁ ଲାଗିଛି ।
ଇସଲାମିକ କଠୋରତାର ଗଡ କୁହାଯାଉଥିବା ଲାଲ୍ ମସିଜିଦର କଠୋରପନ୍ଥୀ ମୌଲନା ଅବଦୁଲ୍ ଅଜିଜ ମହାଳା ମାଡ୍ରାସା ଜାମିଆ ହାଫସା ଉପରେ ଉଡୁଥିବା ତାଲିବାନୀ ପତାକାକୁ ସୁରକ୍ଷା ଦେଇଥିଲେ ।ଏହାରଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ମୌଲନା ପାକିସ୍ଥାନ ତାଲିବାନ ନାମରେ ପୋଲିସକୁ ମଧ୍ୟ ଧମକ ଦେଇଥିଲେ

Leave a Reply

%d bloggers like this: