ପୁଣି ଥରେ ଚର୍ଚ୍ଚାକୁ ଆସିଲେ ନୀରଜ ଚୋପ୍ରା

ପୁଣି ଥରେ ଚର୍ଚ୍ଚାକୁ ଆସିଲେ ନୀରଜ ଚୋପ୍ରା

ପୁଣି ଥରେ ଚର୍ଚ୍ଚାକୁ ଆସିଲେ ନୀରଜ ଚୋପ୍ରା
ମେଟ୍ରୋ ଟିଭି ବ୍ୟୁରୋ, ୨୦/୯: ଟୋକିଓ ଅଲମ୍ପିକ୍ସରେ ଜ୍ୟାଭଲିନ ଥ୍ରୋରେ ସ୍ୱର୍ଣ୍ଣ ଜିଣି ଦେଶର ନାଁ ଊଜ୍ଜ୍ୱଳ କରଥିିଲେ ନୀରଜ ଚୋପ୍ରା । ଅଲମ୍ପିକ୍ସରେ ନିଜର କଳା ଓ କୌଶଳରେ ସମସ୍ତଙ୍କ ହୃଦୟ ଜିତି ବା ପରେ ନୀରଜ ପୂଣି ଥରେ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି । ଏଥର ସେ ନିଜର ଏକ ବିଜ୍ଞାପନ ପାଇଁ ଚର୍ଚ୍ଚାରେ ଅଛନ୍ତି ଏବଂ ଟ୍ୱିଟରରେ ଟ୍ରେଣ୍ଡ କରୁଛନ୍ତି । ନୀରଜ ନିଜର ଏହି ବିଜ୍ଞାପନକୁ ଟ୍ୱିଟରରେ ସେୟାର କରିଛନ୍ତି ଏବଂ କହିଛନ୍ତି ‘୩୬୦ ଡିଗ୍ରୀ ମାର୍କେଟିଙ୍ଗ’ । ଏହି ପୋଷ୍ଟ ପରେ ତାଙ୍କ ଫ୍ୟାନମାନେ କମେଣ୍ଟ ବର୍ଷା କରିଛନ୍ତି । କମର୍ଶିଆଲ ଆକ୍ଟରଙ୍କଠାରୁ ଅଧିକ ଭଲ ଆକ୍ଟିଙ୍ଗ ନୀରଜ କରୁଛନ୍ତି ବୋଲି ଜଣେ ପ୍ୟାନ କମେଣ୍ଟରେ ଲେଖିଛନ୍ତି । ବଲିଉଡଷ୍ଟାରମାନଙ୍କ କ୍ୟାରିୟର ସଂକଟରେ ଥିବା କିଛି ଫ୍ୟାନମାନେ ଲେଖିଛନ୍ତି ।

Leave a Reply

%d bloggers like this: