ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ, ଶପଥ ନେଲେ ଚରଣଜିତ

ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ, ଶପଥ ନେଲେ ଚରଣଜିତ


ମେଟ୍ରୋ ଟିଭି ବ୍ୟୁରୋ, ୨୦/୯: ଆରମ୍ଭ ହେଲା ଚରଣଜିତଙ୍କ ନୂଆ ଇନିଂସ । ୧୬ ତମ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ । ଚଣ୍ଡିଗଡରେ ଶପଥ ସମାରୋହ ଆରମ୍ଭ ହୋଇଥିଲା । ନୂତନ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ବନଓାରୀ ଲାଲ ପୁରୋହିତ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ତାଙ୍କ ସହ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି । ଶପଥ ନେବା ପୂର୍ବରୁ ଚରଣଜିତ ଗୁରୁଦ୍ୱାର ଯାଇ ପୂଜାର୍ଚ୍ଚନା କରିଥିଲେ ।

Leave a Reply

%d bloggers like this: