ବାବୁଲ ସୁପ୍ରିୟ ପଦ୍ମ ଛାଡି ଧରିଲେ ତୃଣ

ବାବୁଲ ସୁପ୍ରିୟ ପଦ୍ମ ଛାଡି ଧରିଲେ ତୃଣ

ବାବୁଲ ସୁପ୍ରିୟ ପଦ୍ମ ଛାଡି ଧରିଲେ ତୃଣ
ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟ ବିଜେପି ଛାଡି ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ବେଳେ ମନ୍ତ୍ରୀ ପଦରୁ ବାଦ ପଡିଥିଲେ । ଗତ କିଛି ଦିନ ତଳେ ସେ ବିଜେପି ରୁ ଇସ୍ତଫା ଦେଇଥିଲେ । ତୃଣମୂଳ କଂଗ୍ରେସରେ ବାବୁଲ ସୁପ୍ରିୟ ଯୋଗ ଦେବା ପଶ୍ଚିମବଙ୍ଗରେ ବିଜେପିକୁ ଝଟକା ଲାଗିଛି ।

Leave a Reply

%d bloggers like this: