ଚଳନ୍ତା ବାଇକ୍‌ରେ ପ୍ରେମୀ ଯୁଗଳଙ୍କ ରୋମାନ୍ସ ଭିଡିଓ ଭାଇରାଲ ପରେ ଖୋଜୁଛି ପୋଲିସ

ଚଳନ୍ତା ବାଇକ୍‌ରେ ପ୍ରେମୀ ଯୁଗଳଙ୍କ ରୋମାନ୍ସ ଭିଡିଓ ଭାଇରାଲ ପରେ ଖୋଜୁଛି ପୋଲିସ

ଚଳନ୍ତା ବାଇକ୍‌ରେ ପ୍ରେମୀ ଯୁଗଳଙ୍କ ରୋମାନ୍ସ ଭିଡିଓ ଭାଇରାଲ ପରେ ଖୋଜୁଛି ପୋଲିସ

ମେଟ୍ରୋ ଟିଭି ବ୍ୟୁରୋ ସେପ୍ଟେମ୍ବର/୦୯ : ପ୍ରେମ କରିବା କୈାଣସି ଅପରାଦ ନୁହେଁ । ମାତ୍ର ଏଥିପାଇଁ ନିଜର ଓ ନିଜ ପାର୍ଟନରକୁ ଅସୁବିଧାରେ ପକାଇବା ବୋଧ ହୁଏ ଏହା ବୋକାମିର ବୁଦ୍ଧି ହୋଇପାରେ । ମଧ୍ୟପ୍ରଦେଶର ରାଜଧାନୀ ଭୋପାଳସ୍ଥିତ ଚର୍ଚ୍ଚିତ ରୋଡ ତଥା ଭାଆଇପି ରୋଡ କୁହାଯାଏ । ଏହି ଭିଡିଓ ବନାଇବାରେ ଲାଗିଥିଲେ । ତେବେ ସେଠାରେ ଯାଉଥିବା ଲୋକମାନେ ପ୍ରେମୀ ଯୁଗଳକୁ ଦେଖିଥିଲେ କେବଳ ଏତିକି ନୁହେଁ ଦୁହିଁଙ୍କର ଚଳନ୍ତା ବାଇକ୍‌ରେ ବସି ରୋମାନ୍ସ କରୁଥିବାର ନଜର ଆସିଥିଲେ । ଜଣେ ଯୁବକ-ଯୁବତୀଙ୍କ ଚଳନ୍ତା ବାଇକ ଉପରେ ଲଭ୍ ସିନ୍ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ତେବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓ ଭୋପାଳର ଭିଆଇପି ରୋଡର ବୋଲି ଜଣାପଡ଼ିଛି । ଏହି ଘଟଣାରେ ଯୁବକ ଜଣକ ବାଇକ୍ ଚଳାଉଥିବା ଦେଖିବାକୁ ମିଳିଥିଲା । ଏହି ଭିଡିଓରେ ଜଣେ ଯୁବତୀ ବାଇକର ଟାଙ୍କି ଉପରେ ବସିଥିବା ବେଳେ ତାଙ୍କ ମୁହଁ ବାଇକ ଚଳାଉଥିବା ଯୁବକ ଆଡ଼କୁ ରହିଛି । ଯୁବକ ମଧ୍ୟ ସାମ୍ନାକୁ ବସିଥିବା ଯୁବତୀଙ୍କୁ ଆଲିଙ୍ଗନ ଭିଆଇପି ରୋଡରେ ଯାଉଥିଲେ, ସେତେବେଳେ ପାଖରେ ଯାଉଥିବା କାର ଭିତରୁ କେହିଜଣେ ଏହି ଭିଡିଓକୁ ସୁଟ୍ କରିଥିଲେ ।

Leave a Reply

%d bloggers like this: