୯ ହଜାର ଟଙ୍କା ଶସ୍ତାରେ ମିଳୁଛି ସୁନା

୯ ହଜାର ଟଙ୍କା ଶସ୍ତାରେ ମିଳୁଛି ସୁନା

୯ ହଜାର ଟଙ୍କା ଶସ୍ତାରେ ମିଳୁଛି ସୁନା

ମେଟ୍ରୋ ଟିଭି ବ୍ୟୁରୋ ସେପ୍ଟେମ୍ବର/୦୯ : ଆଜି ଖସିଛି ସମନା ଦାମ୍ । ବର୍ତ୍ତମାନ ଏଥିରେ ୧୮୦ ଟଙ୍କା ପ୍ରତି ୧୦ ଗ୍ରାମ୍ ହ୍ରାସ ଦେଖିବାକୁ ମିଳିଛି । ଦାମ୍ ଏବେ ୪୭,୦୦୦ ଟଙ୍କା ତଳେ ରହିଛି । ଗତ ବର୍ଷ କରୋନା ସଙ୍କଟ ଯୋଗୁଁ ଲୋକମାନେ ସୁନାରେ ଅଧିକ ନିବେଶ କରିଥିଲେ । ଅଗଷ୍ଟ ୨୦୨୦ରେ ଏମସିଏକ୍ସରେ ୧୦ଗ୍ରାମ ସୁନାର ଦାମ୍ ୫୬୧୯୧ ଟଙ୍କାର ସର୍ବୋଚ୍ଚ ସ୍ତରରେ ପହଞ୍ଚି ଯାଇଥିଲା । ଏବେ ସୁନା ଅକ୍ଟୋବର ବାଏଦା ଏମସିଏକ୍ସ ୪୬୮୬୦ ଟଙ୍କା ପ୍ରତି ୧୦ ଗ୍ରାମ ସ୍ତରରେ ରହିଛି ଅର୍ଥାତ୍ ଏବେ ବି ପ୍ରାୟ ୯୩୦୦ ଟଙ୍କା ଶସ୍ତାରେ ମିଳୁଛି ।

ରୂପା ୬୪,୦୦୦ ଟଙ୍କା ତଳକୁ ଦେଖିବାକୁ ମିଳିଲା । ରୂପା ବାଏଦା ବୁଧବାର ୪୦୦ ଟଙ୍କାରୁ ଅଧିକ ହ୍ରାସ ସହିତ ବନ୍ଦ ହୋଇଥିଲ।। ଆଜି ମଧ୍ୟ ଏଥିରେ ପ୍ରାୟ ୫୦୦ ଟଙ୍କାରୁ ଅଧିକ ହ୍ରାସ ଦେଖିବାକୁ ମିଳିଛି । ଅର୍ଥାତ୍ ଏବେ ୨ ଦିନରେ ରୂପା ୯୦୦ ଟଙ୍କା ଶସ୍ତା ହୋଇଯାଇଛି । ରୂପା ବାଏଦା ମଧ୍ୟ ୬୪୦୦୦ ଟଙ୍କା ତଳକୁ ଟ୍ରେଜ୍ କରୁଛି ।

Leave a Reply

%d bloggers like this: