ମନ୍ଦିର ଜମି, ଠାକୁରଙ୍କର : ଅଧିକାର ନାହିଁ ପୂଜାରୀଙ୍କର

ମନ୍ଦିର ଜମି, ଠାକୁରଙ୍କର : ଅଧିକାର ନାହିଁ ପୂଜାରୀଙ୍କର

ମନ୍ଦିର ଜମି, ଠାକୁରଙ୍କର : ଅଧିକାର ନାହିଁ ପୂଜାରୀଙ୍କର

ମେଟ୍ରୋ ଟିଭି ବ୍ୟୁରୋ ସେପ୍ଟେମ୍ବର/୦୭ : ମନ୍ଦିର ଜମିର ମାଲିକ ପୂଜାରୀ ନା ଠାକୁର ? ଏବେ ଏହି ପ୍ରଶ୍ନର ସମାଧନ କରିଛନ୍ତି ସୁପ୍ରିମକୋର୍ଟ । ‘ମନ୍ଦିରରେ ପ୍ରତିଷ୍ଠିତ ଠାକୁର ହିଁ ହେଉଛନ୍ତି ମନ୍ଦିର ଜମିର ମାଲିକ । ପୁରୋହିତ ଏହାକୁ ନେଇ ପାରିବେ ନାହିଁ । ସେ କେବଳ ଠାକୁରଙ୍କୁ ପୂଜା କରିବେ, ଦେବତାଙ୍କ ସମ୍ପତ୍ତି ଦେଖାରେଖା କରିବେ ।’ ସୁପ୍ରିମକୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ ହେମନ୍ତ ଗୁପ୍ତା ଏ ଏସ୍ ବୋପନ୍ନା ଆଜି ଏହି ରାୟ ଶୁଣାଇଛନ୍ତି ।

ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ମନ୍ଦିର ସମ୍ବନ୍ଧୀୟ ରାଜସ୍ୱ ରେକର୍ଡରୁ ପୂଜାରୀଙ୍କ ନାଁ ହଟାଇବା ପାଇଁ ଏକ ସର୍କୁଲାର ଜାରି ହୋଇଥିଲା । ଏହାକୁ ସମର୍ଥନ କରିଛନ୍ତି ସୁପ୍ରିମକୋର୍ଟ । ମନ୍ଦିର ସମ୍ବନ୍ଧୀୟ ରାଜସ୍ୱ ରେକର୍ଡରୁ ପୂଜାରୀଙ୍କ ନାଁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

%d bloggers like this: