ଚିଟ୍‌ଫଣ୍ଡ ଲିଙ୍କ୍ : ବନ୍ଧା ହେଲେ ପୂର୍ବତନ ବିଧାୟକ

ଟିଟ୍‌ଫଣ୍ଡ ଲିଙ୍କ୍ : ବନ୍ଧା ହେଲେ ପୂର୍ବତନ ବିଧାୟକ

ଚିଟ୍‌ଫଣ୍ଡ ଲିଙ୍କ୍ : ବନ୍ଧା ହେଲେ ପୂର୍ବତନ ବିଧାୟକ

ମେଟ୍ରୋ ଟିଭି ବ୍ୟୁରୋ ସେପ୍ଟେମ୍ବର/୦୭ : ବନ୍ଧା ହେଲେ ପୂର୍ବତନ ବିଧାୟକ । ବିଶାଖାପାଟଣା ପଶ୍ଚିମ ଜୋନ୍‌ର ପୂର୍ବତନ ବିଧାୟକ ତଥା ୱାଇଏସ୍‌ଆର୍‌ସିପି ନେତା ମଲ୍ଲା ବିଜୟ ପ୍ରସାଦଙ୍କୁ ଓଡ଼ିଶା ପୋଲିସ ଗିରଫ କରିଛି । ୨୦୧୯ ଚିଟ୍‌ଫଣ୍ଡ ମାମଲାରେ ତାଙ୍କର ସମ୍ପୃକ୍ତି ଥିବା ଅଭିଯୋଗରେ ବିଶାଖାପାଟଣାରୁ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ତାଙ୍କୁ ଗିରଫ କରିଥିବା ନେଇ ସୂଚନା ମିଳିଛି ।

ସୂଚନାମୁତାବକ, ସୋମବାର କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଏବଂ ବିଶାଖାପାଟଣା ପୋଲିସ ମିଳିତ ଭାବେ ଭାଇଜାଗ ସ୍ଥିତ ଏମ୍‌ଭି ପ୍ରସାଦଙ୍କ ଘରେ ରେଡ୍ କରିଥିଲା । ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ଏଥିସହ ଘରେ ଚଢ଼ଉ କରି ପ୍ରାୟ ୪୫ ଲକ୍ଷ ଟଙ୍କା ଜବତ କରିଛି କ୍ରାଇମବ୍ରାଞ୍ଚ ।

Leave a Reply

%d bloggers like this: