ଏକ ଟନ୍ ଗଞ୍ଜେଇ ଜବତ , ୩ ଗିରଫ : ଟ୍ରକ୍‌, କାର୍‌, ବାଇକ୍ ଜବତ

ଏକ ଟନ୍ ଗଞ୍ଜେଇ ଜବତ , ୩ ଗିରଫ : ଟ୍ରକ୍‌, କାର୍‌, ବାଇକ୍ ଜବତ

ଏକ ଟନ୍ ଗଞ୍ଜେଇ ଜବତ , ୩ ଗିରଫ : ଟ୍ରକ୍‌, କାର୍‌, ବାଇକ୍ ଜବତ

ମେଟ୍ରୋ ଟିଭି ବ୍ୟୁରୋ ସେପ୍ଟେମ୍ବର/୦୬ : ରାଜ୍ୟ ବାହାରକୁ ଚାଲାଣ ପାଇଁ ଗଞ୍ଜେଇ ଲୋଡିଂ ହେଉଥିବା ବେଳେ ଜୟପୁର ନିକଟସ୍ଥ ଜବାକନାଡ଼ି ଅଞ୍ଚଳରୁ ଏକ ଟନ୍ ଆଠ କେଜି ଗଞ୍ଜେଇ ଜୟପୁର ସଦର ପୋଲିସ ଦ୍ୱାରା ଜବତ ହୋଇଛି । ଏହାର ଆନୁମାନିକ ବଜାର ମୂଲ୍ୟ କୋଟିଏ ପାଞ୍ଚ ଲକ୍ଷ ଟଙ୍କା ହେବ ବୋଲି ଜୟପୁର ଏସ୍‌ଡିପିଓ କହିଛନ୍ତି । ଏହି ଘଟଣାରେ ୩ ଜଣଙ୍କୁ ପୋଲିସ ଗିରଫ କରିଛି । ଏଥିସହ ଗୋଟିଏ ଟ୍ରକ୍‌, କାର୍‌, ବାଇକ୍‌, ୪ଟି ମୋବାଇଲ ସହ ନଗଦ ଏକ ଲକ୍ଷ ୬୫ ହଜାର ଟଙ୍କା ଜବତ କରିଛି ପୋଲିସ । ଏସବୁ ଗଞ୍ଜେଇ ଜଲାପୁଟ ଅଞ୍ଚଳରୁ ଆଣି ରାଜ୍ୟ ବାହାରକୁ ଚାଲାଣ ହେଉଥିଲା ।

Leave a Reply

%d bloggers like this: