ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା ସନ୍ଦେହ : ବନ୍ଦ ଘରୁ ଉଦ୍ଧାର ହେଲା ଦମ୍ପତିଙ୍କ ମୃତଦେହ

ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା ସନ୍ଦେହ : ବନ୍ଦ ଘରୁ ଉଦ୍ଧାର ହେଲା ଦମ୍ପତିଙ୍କ ମୃତଦେହ

ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା ସନ୍ଦେହ : ବନ୍ଦ ଘରୁ ଉଦ୍ଧାର ହେଲା ଦମ୍ପତିଙ୍କ ମୃତଦେହ

ମେଟ୍ରୋ ଟିଭି ବ୍ୟୁରୋ ସେପ୍ଟେମ୍ବର/୦୫ : ବନ୍ଦ ଘରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର । ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା ସନ୍ଦେହ । ଗଞ୍ଜାମ ଜିଲ୍ଲା ପୋଲସରା ସୋଡ଼କ ଗାଁରେ ଘଟିଛି ଅଭାବନୀୟ ଘଟଣା । ମୃତକ ହେଲେ ଲିଲି ଗୈାଡ଼ ଓ ବିପିନ୍ନ ଗୈାଡ଼ । ଲିଲି ଗୈାଡ଼ଙ୍କ ବେକରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି ।

ଏହି ଘର ଭିତରୁ ଝୁଲନ୍ତା ଅବସ୍ଥାରେ ବିପିନ୍ନ ଗୈାଡ଼ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଉଭୟ ୬ ମାସ ପୂର୍ବରୁ ବିବାହ କରିଥିଲେ । ମୃତ୍ୟୁର କାରଣ ଜଣାପଡ଼ିନଥିବା ବେଳେ ପୋଲସରା ଥାନା ପୋଲିସ ତଦନ୍ତ କରୁଛି ।

Leave a Reply

%d bloggers like this: