ବାଇକ୍ ଧକ୍କା ଦେଲା ଅଜଣା ଗାଡ଼ି, ଭାଙ୍ଗିଗଲା ଆଗ ଚକା : ୩ ଆରୋହୀ ଆହତ

ବାଇକ୍ ଧକ୍କା ଦେଲା ଅଜଣା ଗାଡ଼ି, ଭାଙ୍ଗିଗଲା ଆଗ ଚକା : ୩ ଆରୋହୀ ଆହତ

ବାଇକ୍ ଧକ୍କା ଦେଲା ଅଜଣା ଗାଡ଼ି, ଭାଙ୍ଗିଗଲା ଆଗ ଚକା : ୩ ଆରୋହୀ ଆହତ

ମେଟ୍ରୋ ଟିଭି ବ୍ୟୁରୋ ସେପ୍ଟେମ୍ବର/୦୫ : ବେଲପାହାଡ଼ ସ୍ଥାନୀୟ ଗୁମାଡେରାସ୍ଥିତ ମାଉସୀ ମା’ ମନ୍ଦିର ସମ୍ମୁଖ ରାସ୍ତାରେ ଏକ ଅଜଣା ଗାଡ଼ି ଧକ୍କାରେ ୩ ବାଇକ୍ ଆରୋହୀ ଆହତ ହୋଇଛନ୍ତି । ଆହତ ଯୁବକମାନେ ହେମଗିରି ଅଞ୍ଚଳର ବୋଲି ଜଣାପଡ଼ିଛି ।

ସୂଚନାରୁ ପ୍ରକାଶ, ବାଇକ୍ ଯୋଗେ ୨ ଜଣ ଯୁବକ ଗୁମାଡେରା-ବେଲପାହାଡ଼ ରାସ୍ତାରେ ଯାଉଥିଲେ । ବାଟରେ ଆଉ ଜଣେ ବାଇକ୍‌ରେ ବସିଥିଲେ । ଗୁମାଡେରାସ୍ଥିତ ମାଉସୀ ମା’ ମନ୍ଦିର ସମ୍ମୁଖ ରାସ୍ତାରେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା । ୩ ଜଣ ବାଇକ୍ ଆରୋହୀ ଆହତ ହୋଇôତଲେ । ସ୍ତାନୀୟ ଲୋକଙ୍କ ସହାୟତାରେ ପୋଲିସ ସେମାନଙ୍କୁ ଉଦ୍ଧାର କରି ଟିଆର୍‌ଏଲ୍ ଡାକ୍ତରଖାନା ପଠାଇଥିଲେ । ଏନେଇ ବେଲପାହାଡ଼ ଥାନାରେ କୈାଣସି ଅଭିଯୋଗ ହୋଇନଥିବା ବେଳେ ପୋଲିସ ଦୁର୍ଘଟଣାଗ୍ରସ୍ତ ବାଇକ୍‌କୁ ଜବତ କରି ତଦନ୍ତି କରୁଛି ।

Leave a Reply

%d bloggers like this: