କେଦାପଲ୍ଲୀ ବସ୍ତିରେ ଅବକାରୀ ବିଭାଗ ଚଢ଼ାଉ : ବିପୁଳ ପରିମାଣ ଗଞ୍ଜେଇ ଓ ସିଗାରେଟ୍ ଜବତ, ଜଣେ ଗିରଫ

କେଦାପଲ୍ଲୀ ବସ୍ତିରେ ଅବକାରୀ ବିଭାଗ ଚଢ଼ାଉ : ବିପୁଳ ପରିମାଣ ଗଞ୍ଜେଇ ଓ ସିଗାରେଟ୍ ଜବତ, ଜଣେ ଗିରଫ

କେଦାପଲ୍ଲୀ ବସ୍ତିରେ ଅବକାରୀ ବିଭାଗ ଚଢ଼ାଉ : ବିପୁଳ ପରିମାଣ ଗଞ୍ଜେଇ ଓ ସିଗାରେଟ୍ ଜବତ, ଜଣେ ଗିରଫ

ମେଟ୍ରୋ ଟିଭି ବ୍ୟୁରୋ ସେପ୍ଟେମ୍ବର/୦୩ : କ୍ୟାପିଟାଲ ଥାନା ଅନ୍ତର୍ଗତ ବାପୁଜିନଗର ଅଞ୍ଚଳରେ ଚାଲିଥିଲା ବେଆଇନ୍ ଗଞ୍ଜେଇ କାରବାର । ସୂଚନା ମିଳିବା ପରେ କେଦାରପଲ୍ଲୀ ବସ୍ତରେ ହଠାତ୍ ଚଢ଼ଉ କଲା ଅବକାରୀ ବିଭଗ । ଘର ଭିତରୁ ବିପୁଳ ପରିମାଣ ଗଞ୍ଜେଇ ଓ ଚିଲମ, ସିଗାରେଟ୍ ଜବତ କଲା ଅବକାରୀ ବିଭାଗ । ଚଢ଼ାଉ ବେଳେ ଟୁନା ନାୟକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ତେବେ ଏହି ମାମଲାରେ ଅନ୍ୟ କାର ସଂପୃକ୍ତି ଥିବା ନେଇ ପୋଲିସ ତଦନ୍ତ ଚଳାଇଛି ।
ଅଧିକ ଜାଣିବା ପାଇଁ ତଳେ ଦିଆଯାଇଥିବା ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ

Leave a Reply

%d bloggers like this: