ଗିରଫ ହେଲେ ମାନବବାଦ ସଙ୍ଗଠନର ମୁଖ୍ୟ ମାନସ ଦାସ : ବାସଭବନରୁ ଉଠାଇ ନେଲା ପୋଲିସ

ଗିରଫ ହେଲେ ମାନବବାଦ ସଙ୍ଗଠନର ମୁଖ୍ୟ ମାନବ ଦାସ : ବାସଭବନରୁ ଉଠାଇ ନେଲା ପୋଲିସ

ଗିରଫ ହେଲେ ମାନବବାଦ ସଙ୍ଗଠନର ମୁଖ୍ୟ ମାନସ ଦାସ : ବାସଭବନରୁ ଉଠାଇ ନେଲା ପୋଲିସ

ମେଟ୍ରୋ ଟିଭି ବ୍ୟୁରୋ ସେପ୍ଟେମ୍ବର/୦୨ : ମାନବବାଦ ସଙ୍ଗଠନର ମୁଖ୍ୟ ମାନସ ଦାସ ଗିରଫ ସୂଚନା । ମାନସଙ୍କୁ ବାସଭବନରୁ ଉଠାଇନେଲା ଖୋର୍ଦ୍ଧା ପୋଲିସ । ମାନସଙ୍କ ବାସଭବନରୁ ଉଠାଇନେଲା ନେଲା ଖୋର୍ଦ୍ଧା ପୋଲିସ । ମାନସଙ୍କ ନାଁରେ ନିର୍ଯାତନା ଓ ହତ୍ୟା ଅଭିଯୋଗ ଭଳି ମାମଲା ରହିଛି । ଖୋର୍ଦ୍ଧାରୁ ଏକ ସ୍ୱତନ୍ତ୍ର ଟିମ୍ ଆସି ମାନସଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

ଅନେକ ଦିନ ହେବ ମାନଓ ଦାସଙ୍କୁ ଗିରଫ କରିବାକୁ ଚାରିଆଡ଼ୁ ଦାବି ହେଉଥିଲା । ଧିରେ ଧିରେ ମାନସଙ୍କ ସମସ୍ତ କାଣ୍ଡ ଉପରୁ ପରଦା ଉଠିବା ପରେ ଆଜି ପୋଲିସ ତାଙ୍କ ଘରେ ପଶି ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ବାପା-ପୁଅଙ୍କୁ ପିଟିବାର ଭିଡିଓ ଭାଇରାଲ ହେବାପରେ ମାନବ ବିବାଦରେ ଥିଲେ । ତାଙ୍କ ସଙ୍ଗଠନ ବିରୋଧରେ ହତ୍ୟା ଅଭିଯୋଗ ଭଳି ମାମଲା ଥିଲା । ଆଜି ବି ମାନସଙ୍କ ବିରୁଦ୍ଧରେ ଆଉ ଏକ ଏଫଆଇଆର ହୋଇଥିଲା । ଖୋର୍ଦ୍ଧା ବେଗୁନିଆ ଅଞ୍ଚଳରେ ଆତଙ୍କରାଜ ଚଳାଇଥିଲା ମାନଓ । ସଙ୍ଗଠନ ନାଁରେ ନୀରିହ ଆଦିବାସୀଙ୍କ ଉପରେ ଚଳାଇଥିଲା ଅତ୍ୟାଚାର ।

Leave a Reply

%d bloggers like this: