ବିଗ୍ ବସ୍ ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କ ହୃଦଘାତରେ ଦେହାନ୍ତ

ବିଗ୍ ବସ୍ ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କ ହୃଦଘାତରେ ଦେହାନ୍ତ

ବିଗ୍ ବସ୍ ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କ ହୃଦଘାତରେ ଦେହାନ୍ତ

ମେଟ୍ରୋ ଟିଭି ବ୍ୟୁରୋ ସେପ୍ଟେମ୍ବର/୦୨ : ବିଗ୍ ବସ୍ ୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କର ହଠାତ୍ ଦେହାନ୍ତ ହୋଇଛି । ଟେଲି ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସିଦ୍ଧାର୍ଥ ଶୁକ୍ଳାଙ୍କର ବହୁତ ପ୍ରଶଂସକ ଥିଲେ । ଆଜିକାଲି ସେ ତାଙ୍କ କ୍ୟାରିୟରର ବହୁତ ଶିଖରରେ ଥିଲେ । ସେ ଅନେକ ଟିଭି ଶୋ’ଏବଂ ଚଳଚ୍ଚିତ୍ରରେ କାମ କରିଥିଲେ ।

ବାଳିକା ବଧୂରେ ଶିବଙ୍କ ଚରିତ୍ରରେ ଲୋକପ୍ରିୟ ହୋଇଥିବା ସିଦ୍ଧାର୍ଥ ଶୁକ୍ଳା ଅନେକ ରିଆଲିଟି ଶୋ’ରେ ମଧ୍ୟ ଅଂଶଗ୍ରହଣ କରିଥିଲେ । ‘ଖତରୋ କେ ଖିଲାଡ଼ି’ ଏବଂ ‘ଝଲକ୍ ଦିଖ ଲାଜା’ ଭଳି ଶୋ’ର ସିଦ୍ଧାର୍ଥ ବିଜେତା ହୋଇଥିଲେ ।

Leave a Reply

%d bloggers like this: