ପୁଣି ମୁଣ୍ଡ ନେଲେ ମାଓବାଦୀ, ଘରୁ ଡାକି ଗାଁ ଦାଣ୍ଡରେ ଗ୍ରାମରକ୍ଷୀଙ୍କୁ ହତ୍ୟା

ପୁଣି ମୁଣ୍ଡ ନେଲେ ମାଓବାଦୀ, ଘରୁ ଡାକି ଗାଁ ଦାଣ୍ଡରେ ଗ୍ରାମରକ୍ଷୀଙ୍କୁ ହତ୍ୟା

ପୁଣି ମୁଣ୍ଡ ନେଲେ ମାଓବାଦୀ, ଘରୁ ଡାକି ଗାଁ ଦାଣ୍ଡରେ ଗ୍ରାମରକ୍ଷୀଙ୍କୁ ହତ୍ୟା

ମେଟ୍ରୋ ଟିଭି ବ୍ୟୁରୋ ସେପ୍ଟେମ୍ବର/୦୧ : ପୁଣି ମୁଣ୍ଡ ନେଲେ ମାଓବାଦୀ । ରାୟଗଡ଼ା ଜିଲ୍ଲା ଆମ୍ବାଦଳା ଥାନା ଅନ୍ତର୍ଗତ ଟିକରପଡ଼ା ଗାଁର ଜଣେ ଗ୍ରାମରକ୍ଷୀଙ୍କୁ ମାଓବାଦୀ ହତ୍ୟା କରିଛନ୍ତି । ମାଓବାଦୀମାନେ ତାଙ୍କୁ ମାଡ଼ ମାରିବା ସହ ଗୁଳି କରି ଗାଁ ଦାଣ୍ଡରେ ହତ୍ୟା କରିଥିଲେ । ଦାର୍ଘ ଦିନର ବ୍ୟବଧାନ ପରେ ପୁଣି ରାୟଗଡ଼ା ଜିଲ୍ଲାରେ ମାଓବାଦୀମାନେ ସକ୍ରିୟ ହୋଇଛନ୍ତି । ରାୟଗଡ଼ା ଜିଲ୍ଲା ଆମ୍ବାଦଳା ଥାନା ଅନ୍ତର୍ଗତ ଟିକରପଡ଼ା ଗାଁର ଜଣେ ଗ୍ରାମରକ୍ଷୀଙ୍କୁ ମାଓବାଦୀମାନେ ହତ୍ୟା କରିଛନ୍ତି । ମୃତ ଗ୍ରାମରକ୍ଷୀଙ୍କୁ ମାଓବାଦୀମାନେ ହତ୍ୟା କରିଛନ୍ତି । ମୃତ ଗ୍ରାମରକ୍ଷୀଙ୍କ ନାଁ ସନ୍ତୋଷ କୁମାର ।

ପୋଲିସକୁ ସୂଚନା ହେଉଥିବା ଅଭିଯୋଗରେ ତାଙ୍କୁ ହତ୍ୟା କରାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି । ଚିଠିରେ ଉଲ୍ଲେଖ କରାଯାଇଛି ଯେ, ସନ୍ତୋଷ କୁମାରଙ୍କୁ ଆମ ପାର୍ଟି ପକ୍ଷରୁ ଅନେକ ଥର ବୁଝାଯାଇଛି । ଇନ୍‌ଫରର୍ମର ନ ହେବା ପାଇଁ ତାଙ୍କୁ ହୁହାଯାଇଥିଲା । ଖବର ପାଇ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଁଞ୍ଚିଛନ୍ତି ।

Leave a Reply

%d bloggers like this: