ତାଲିବାନର ନିର୍ଦ୍ଦେଶ : ମହିଳାମାନେ ଘରେ ରୁହନ୍ତୁ

ତାଲିବାନର ନିର୍ଦ୍ଦେଶ : ମହିଳାମାନେ ଘରେ ରୁହନ୍ତୁ

ତାଲିବାନର ନିର୍ଦ୍ଦେଶ : ମହିଳାମାନେ ଘରେ ରୁହନ୍ତୁ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ୨୬ : ମହିଳାଙ୍କୁ ସୁରକ୍ଷିତ ପରିବେଶ ଦେବାର ପ୍ରତିଶୃତି ଦେଇଥିବା ତାଲିବାନର ସୁର ବଦଳି ଯାଇଛି । ତାଲିବାନ ସ୍ୱୀକାର କରିଛି ଯେ, ତା’ର ଉପସ୍ଥିତିରେ ମହିଳାମାନେ ସୁରକ୍ଷିତ ନାହାଁନ୍ତି । ଏହା ସହିତ ନିର୍ଦ୍ଦେଶ ଦେଇଛି ଯେ, ମହିଳାମାନେ ଘରେ କାମ କରନ୍ତୁ । ତାଲିବାନ ମୁଖପାତ୍ର ଜବିଉଲ୍ଲାହ ମୁଜାହିଦ୍ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ମହିଳାମାନଙ୍କୁ ନିଜର ସୁରକ୍ଷା ନିଜେ ନେବା ଦରକାର ।

ମୁଜାହିଦ୍ କହିଛନ୍ତି, ଏଭଳି କରିବା ଜରୁରୀ କାରଣ ତାଲିବାନୀ ବଦଳିବାରେ ଲାଗିଥାନ୍ତି ଓ ସେମାନେ ପ୍ରଶିକ୍ଷିତ ନୁହଁନ୍ତି । ଏହା ପୂର୍ବରୁ ୧୯୯୬ ରୁ ୨୦୦୧ ଭିତରେ ତାଲିବାନ ଶାସନରେ ଆଫଗାନିସ୍ତାନର ଏହି କଠୋରପନ୍ଥୀ ସଂଗଠନ ମହିଳାମାନଙ୍କୁ ବାହାରକୁ ଯିବାର କଟକଣା ଲଗାଇଦେଇଥିଲା । ଏହା ସହିତ ଘରେ ରହିବା ଓ ବୁର୍ଖା ପିନ୍ଧିବା ପାଇଁ ବାଧ୍ୟ କରିଥିଲା ।

Leave a Reply

%d bloggers like this: