ଡ୍ରଗ୍ସ କେସ୍‌ରେ ଫସିଲେ ରକୁଲ ଓ ରାଣା

ଡ୍ରଗ୍ସ କେସ୍‌ରେ ଫସିଲେ ରକୁଲ ଓ ରାଣା

ଡ୍ରଗ୍ସ କେସ୍‌ରେ ଫସିଲେ ରକୁଲ ଓ ରାଣା

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୨୬ : ଡ୍ରଗ୍ସ କେସ୍‌ରେ ଫସିଲେ ବାହୁବଳୀର ଭଲ୍ଲାଲଦେବ ଓରଫ ସାଉଥ ସୁପରଷ୍ଟାର ରାଣା ଦଗୁବତୀ । ୪ ବର୍ଷ ପୁରୁଣା ଡ୍ରଗ୍ସ କେସ୍‌ରେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମବ କରିଛି । କେବଳ ରାଣା ଦଗୁବତୀ ନୁହଁନ୍ତି ତାଙ୍କ ସହ ଏକାଧିକ ସାଉଥଷ୍ଟାର ମଧ୍ୟ ଫସିଛନ୍ତି । ଅଭିନେତ୍ରୀ ରପୁଲ ପ୍ରିତ୍‌, ରବି ତେଜା ଓ ନିର୍ଦ୍ଦେଶକ ପୁରୀ ଜଗନ୍ନାଥଙ୍କୁ ମଧ୍ୟ ଇଡିରୁ ଡାକତା ଆସିଛି ।

ରକୁଲ ପ୍ରିତ୍ ସିଂଙ୍କୁ ସେପ୍ଟେମ୍ବର ୬ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରେ ହାଜର ହେବାକୁ ନୋଟିସ ଜାରି କରାଯାଇଛି । ସେହିପରି ରାଣା ଦଗୁବତୀଙ୍କୁ ସେପ୍ଟେମ୍ବର ୮, ରବି ତେଜାଙ୍କୁ ସେପ୍ଟେମ୍ବର ୯ ଏବଂ ନିର୍ଦ୍ଦେଶକ ପୁରୀ ଜଗନ୍ନାଥଙ୍କୁ ସେପ୍ଟେମ୍ବର ୩୧ ତାରିଖରେ ହାଜର ହେବାକୁ ଇଡି ନୋଟିସ୍ ଜାରି କରିଛି । ଏମାନଙ୍କ ଛଡ଼ା ଚାର୍ମୀ କୈାର୍‌, ମୁମୈଥ ଏବଂ ଅନ୍ୟ କିଛି ସେଲିବ୍ରିଟିଙ୍କୁ ମଧ୍ୟ ଇତି ସମନ୍ ପଠାଇଥିବା ସୂଚନା ମିଳିଛି ।

Leave a Reply

%d bloggers like this: