କାବୁଲ ବିମାନବନ୍ଦରରୁ ୧୫୦ଜଣଙ୍କୁ ଉଠାଇନେଲେ ତାଲିବାନ୍ ଆତଙ୍କବାଦୀ

କାବୁଲ ବିମାନବନ୍ଦରରୁ ୧୫୦ଜଣଙ୍କୁ ଉଠାଇନେଲେ ତାଲିବାନ୍ ଆତଙ୍କବାଦୀ

କାବୁଲ ବିମାନବନ୍ଦରରୁ ୧୫୦ଜଣଙ୍କୁ ଉଠାଇନେଲେ ତାଲିବାନ୍ ଆତଙ୍କବାଦୀ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୨୧ : କାବୁଲ ବିମାନ ବନ୍ଦରରୁ ୧୫୦ଜଣଙ୍କୁ ଉଠାଇନେଲେ ତାଲିବାନ୍ ଆତଙ୍କବାଦୀ । ଏଥିରେ ଆଫଗାନିସ୍ତାନ ନାଗରିକ, ଆଫଗାନ୍ ଶିଖାଙ୍କ ବ୍ୟତୀତ ଅନେକ ଭାରତୀୟ ଥିବା ସୂଚନା ରହିଛି । ଏନେଇ ଆତଙ୍କ ଖୋଳିଯିବା ପରେ ସମସ୍ତ ଅପହୃତ ତଥା ଭାରତୀୟ ସୁରକ୍ଷିତ ଥିବା ସୂଚନା ମିଳିଛି ।

ପ୍ରତ୍ୟେକ୍ଷଦର୍ଶୀ କହିବା ମୁତାବକ, ଶୁକ୍ରବାର ରାତି ପାଖାପାଖି ୧ଟା ସମୟରେ କିଛି ତାଲିବାନୀ ଗାଡ଼ିରେ ଆସି ବିମାନ ବନ୍ଦର ପାଖରେ ପହଁଞ୍ଚିଥିଲେ ହେଲେ ସେମାନଙ୍କ ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥା ଠିକ୍ ନଥିବାରୁ ସେମାନେ ବିମାନବନ୍ଦର ଭିତରକୁ ପଶି ପାରିନଥିଲେ ବରଂ ଏହାର ବାହାରେ ଥିବା ଲୋକଙ୍କୁ ମାରପିଟ୍ କରିବା ସହ ସେମାନଙ୍କୁ ସାଙ୍ଗରେ ନେଇଯାଇଥିଲେ । ଏମାନଙ୍କୁ ବିମାନବନ୍ଦର ଭିତରକୁ ନେଇଯିବାରୁ ତାଲିବାନୀ ପରସ୍ପର ଭିତରେ କଥା ହେଉଥିବା ପ୍ରତ୍ୟକ୍ଷଦର୍ଶୀ କହିଥିଲେ । ତେବେ ସେଠାରୁ ଦୈାଡ଼ି ପଳାଇଥିବାବେଳେ ଅନେକ ଲୋକ ତାଲିବାନୀଙ୍କ ଠାରୁ ବର୍ତ୍ତିଯାଇଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ ମହିଳା ଓ ତାଙ୍କ ସ୍ୱାମୀ ।

Leave a Reply

%d bloggers like this: