ଆମେରିକାଙ୍କ ପାଇଁ ଅଡ଼ୁଆ, ତାଲିବାନ ଆତଙ୍କବାଦୀ ଆମେରିକୀୟ ୟୁନିଫର୍ମରେ

ଆମେରିକାଙ୍କ ପାଇଁ ଅଡ଼ୁଆ, ତାଲିବାନ ଆତଙ୍କବାଦୀ ଆମେରିକୀୟ ୟୁନିଫର୍ମରେ

ଆମେରିକାଙ୍କ ପାଇଁ ଅଡ଼ୁଆ, ତାଲିବାନ ଆତଙ୍କବାଦୀ ଆମେରିକୀୟ ୟୁନିଫର୍ମରେ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୨୦ : ତାଲିବାନ କାବୁଲ ଦଖଲ କରିନେବା ପରେ ଆମେରିକା ସେନା ଆଫଗାନିସ୍ତାନକୁ ଯୋଗାଇଥିବା ବିଫୁଳ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ହଜାର ହଜାର ସାମରିକ ଯାନ, ବ୍ଲାକ୍ ହକ୍ ହେଲିକପ୍ଟର ଆଦି ହାତେଇ ନେଇଛି । ତାଲିବାନ ଆତଙ୍କବାଦୀମାନେ ଆମେରିକାର ସେନାର ୟୁନିଫର୍ମ ପିନ୍ଧି ଆମେରିକାର ସାମରିକ ଯାନଗୁଡ଼ିକୁ ବ୍ୟବହାର କରିବା ସହ ବ୍ଲାକ୍ ହକ୍ ହେଲିକପ୍ଟରରେ ଚକ୍କର କାଟିବା ଦୃଶ୍ୟ ଆମେରିକା ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିଛି । ସତୋ ଯେମିତି ଆମେରିକା ହିଁ ତାଲିବାନକୁ ଆଫଗାନିସ୍ତାନରେ ପୁଣି କ୍ଷମତାକୁ ଆଣିଛି, ସେଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଆମେରିକା ସେନା ନିଜ ପାଇଁ ନିର୍ମାଣ କରିଥିବା ଅତ୍ୟାଧୁନିକ ଶିବିରଗୁଡ଼ିକ ଏବେ ଆତଙ୍କବାଦୀଙ୍କ ବିଶ୍ରାମଗାର ପାଲଟିଛି ।

Leave a Reply

%d bloggers like this: