ବିଧାୟକଙ୍କ କାରକୁ ଧକ୍କା ଦେଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ବିଧାୟକ ଓ ସହଯୋଗୀ

ବିଧାୟକଙ୍କ କାରକୁ ଧକ୍କା ଦେଲା ଟ୍ରକ୍ ଅଳ୍ପକେ ବର୍ତ୍ତିଲେ ବିଧାୟକ ଓ ସହଯୋଗୀ

ବିଧାୟକଙ୍କ କାରକୁ ଧକ୍କା ଦେଲା ଟ୍ରକ୍
ଅଳ୍ପକେ ବର୍ତ୍ତିଲେ ବିଧାୟକ ଓ ସହଯୋଗୀ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୧୮ : ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ୍‌ଙ୍କ କାର୍ ଦୁର୍ଘଟଣାଗ୍ରସ୍ଥ ହୋଇଛି । ଏକ ଟ୍ରକ୍ ଏହି କାରଟିକୁ ଧକ୍କା ଦେଇଥିବା ଜଣାପଡ଼ିଛି । ଭୁବନେଶ୍ୱରରୁ ଭଦ୍ରକ ଫେରିଲା ବେଳେ ଜାର୍କା ନିକଟରେ ଏହି ଦୁର୍ଘଟଣା ଘଟିଛି ।

ସୈାଭାଗ୍ୟବଶତଃ ବିଧାୟକ ସଞ୍ଜୀବ ମଲ୍ଲିକ୍ ଏହି ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ବିଧାୟକଙ୍କ ସହଯୋଗୀ ଓ ଗାଡ଼ି ଡ୍ରାଇଭର ମଧ୍ୟ ସୁରକ୍ଷିତ ଥିବା ଜଣାପଡ଼ିଛି । ଦୁର୍ଘଟଣାରେ ବିଧାୟକଙ୍କ ଗାଡ଼ି ଭାଙ୍ଗି ଚୁରମାର ହୋଇଯାଇଛି । ତେବେ ଦୁର୍ଘଟଣା ଘଟାଇଥିବା ଟ୍ରକି ଡ୍ରାଇଭର ଫେରାର ଥିବା ପୋଲିସ ପ୍ରକାଶ କରିଛି ।

Leave a Reply

%d bloggers like this: