ବାଇଡେନ୍‌ଙ୍କ ଉପରେ ବର୍ଷିଲେ ଟ୍ରମ୍ଫ୍ : ଆଫଗାନିସ୍ତାନରେ ଏହି ପରିସ୍ଥିତି ପାଇଁ ବାଇଡେନ ସରକାର ଦାୟୀ ବୋଲି କହିଲେ ଟ୍ରମ୍ଫ୍

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୧୬ : ଆଫଗାନିସ୍ତାନର ସ୍ଥିତି ନେଇ ବାଇଡେନଙ୍କ ଉପରେ ବର୍ଷିଲେ ଡୋନାଲ୍ଡ ଟ୍ରମ୍ଫ । ଟ୍ରମ୍ଫ କହିଛନ୍ତି, ଏହା ଆମେରିକା ଇତିହାସରେ ସବୁଠୁ ବଡ଼ ପରାଜୟ । କାବୁଲ ରାଷ୍ଟ୍ରପତି ଭବନ କବଜା ଓ ଅସରଫ ଘନି ଦେଶ ଛାଡ଼ି ପଳାଇବା ପରେ ଏପରି ବୟାନ ଦେଇଛନ୍ତି ଆମେରିକା ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ଫ । ନିଜ ମୁଖପାତ୍ର ଜରିଆରେ ଟ୍ରମ୍ଫ ବୟାନ୍ ଜାରି କରିଛନ୍ତି ।

ଆଫଗାନିସ୍ତାନର ସ୍ଥିତି ଅତ୍ୟନ୍ତ ଦୁଃଖଦ ବୋଲି କହିଛନ୍ତି ଟ୍ରମ୍ଫ । ଆଫଗାନିସ୍ଥାନର ୮୦ ପ୍ରତିଶତ ଅଂଶ ଏବେ ତାଲିବାନ କବଜାରେ ରହିଛି । ଏହା ପରେ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର ଧରିଛି ଯେ, ବର୍ତ୍ତମାନ ଟ୍ରମ୍ଫ ରାଷ୍ଟ୍ରପତି ଥିଲେ ଆଫଗାନିସ୍ତାନର ସ୍ଥିତି ଅଲଗା କିଛି ହୋଇଥାନ୍ତା । ଆମେରିକା ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍ ଶପଥ ନେବା ପରେ ଆଫଗାନିସ୍ତାନରୁ ଆମେରିକା ସେନା ଫେରାଇ ଆଣିବା ଆରମ୍ଭ ହୋଇଥିଲା ।

Leave a Reply

%d bloggers like this: