ଯୁବକଙ୍କୁ ପିଟି ପିଟି ହତ୍ୟା, ୨ ଅଟକ

ଯୁବକଙ୍କୁ ପିଟି ପିଟି ହତ୍ୟା, ୨ ଅଟକ

ଯୁବକଙ୍କୁ ପିଟି ପିଟି ହତ୍ୟା, ୨ ଅଟକ

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୧୬ : ଯୁବକଙ୍କୁ ପିଟି ପିଟି ହତ୍ୟା । ରୁଗୁଡ଼ି ଥାନା କେନ୍ଦୁଝର ଜିଲ୍ଲା ରୋଇଡ଼ା ମାଙ୍କଡ଼ ହଟିଂରେ ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଛି । ମୃତ ଯୁବକ ଜଣଙ୍କ ହେଲେ କୋ-ଥାଟିନ୍ ଅଞ୍ଚଳର ଘନଶ୍ୟାମ ସମାସୀ । ଗତକାଲି ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ୨ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ ।

Leave a Reply

%d bloggers like this: