ଭାରସାମ୍ୟ ହରାଇ ନାଳ ଭିତରକୁ ପଶିଗଲା କାର୍‌, ଅଳ୍ପକେ ବର୍ତ୍ତିଲେ ୪ ଯାତ୍ରୀ

ଭାରସାମ୍ୟ ହରାଇ ନାଳ ଭିତରକୁ ପଶିଗଲା କାର୍‌, ଅଳ୍ପକେ ବର୍ତ୍ତିଲେ ୪ ଯାତ୍ରୀ

ଭାରସାମ୍ୟ ହରାଇ ନାଳ ଭିତରକୁ ପଶିଗଲା କାର୍‌, ଅଳ୍ପକେ ବର୍ତ୍ତିଲେ ୪ ଯାତ୍ରୀ
ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୧୬ : ଭାରସାମ୍ୟ ହରାଇ କେନାଲ ଭିତରକୁ ପଶିଗଲା କାର୍ । ଅଳ୍ପକେ ବର୍ତ୍ତିଲେ କାରରେ ଥିବା ୪ ଯାତ୍ରୀ । ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ମଧୁବନ ଗାଁ ନିକଟରେ ।

ସୂଚନାନୁଯାୟୀ, ସୁନ୍ଦରଗଡ଼ରୁ ଭୁବନେଶ୍ୱର ଆସିବା ବେଳେ ଏକ କାର୍ ଭାରସାମ୍ୟ ହରାଇ କେନାଲ ଭିତରକୁ ପଶି ଯାଇଛି । କାର୍‌ଟି ବାରଙ୍ଗ ଥାନା ମଧୁବନ ଗାଁ ନିକଟରେ ପୁରୀ ମୁଖ୍ୟ ନାଳ ଭିତରକୁ ପଶି ଯାଇଛି । ତେବେ କାର୍ ଭିତରେ ୪ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତେବେ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ୪ ଜଣଙ୍କୁ କାର୍ ଭିତରୁ ଉଦ୍ଧାର କରିବା ସହ କାରଟିକୁ ପାଣି ଭିତରୁ ବାହାର କରିଛି ।

Leave a Reply

%d bloggers like this: