ବାଇକ୍ ବୋଲେରୋ ଧକ୍କା : ୩ ବାଇକ୍ ଆରୋହୀ ଗୁରୁତର

ବାଇକ୍ ବୋଲେରୋ ଧକ୍କା : ୩ ବାଇକ୍ ଆରୋହୀ ଗୁରୁତର

ବାଇକ୍ ବୋଲେରୋ ଧକ୍କା : ୩ ବାଇକ୍ ଆରୋହୀ ଗୁରୁତର

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୧୬ : ବାଇକ୍ ବୋଲେରୋ ମୁହାଁମୁହିଁ । ବାଇକ୍‌କୁ ଧକ୍କା ଦେଲା ବୋଲେରୋ । ଏହି ଦୁର୍ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ୨୦ ନଂ ଜାତୀୟ ରାଜପଥର ଗୋହିରା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୩ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ଲୋକେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ବାଇକ୍‌ରେ ତିନି ଯୁବକ ଥିଲେ । ଏମାନେ ସ୍ଥାନୀୟ କଇନିପୁରା ଗ୍ରାମର ବୋଲି ଜଣାପଡ଼ିଛି । ଏକ ଇଟା ଫ୍ୟାକଟ୍ରିରେ କାମ କରିବାକୁ ଯାଉଥିବା ବେଳେ ଦୁର୍ଘଟଣା ଘଟାଇଥିବା ଜଣାଯାଇଛି । ସେପଟେ ଦୁର୍ଘଟଣା ଘଟାଇଥିବା ବୋଲେରୋକୁ ସ୍ଥାନୀୟ ଲୋକେ ଅଟକ ରଖି ପୋଲିସ ଜିମା ଦେଇଛନ୍ତି ।

Leave a Reply

%d bloggers like this: