୧୮ ବର୍ଷରୁ ଉର୍ଦ୍ଧ୍ୱ ଟିକା ନେଇ ସାରିଲେଣି : ଡିଏମ୍‌ଇଟି

୧୮ ବର୍ଷରୁ ଉର୍ଦ୍ଧ୍ୱ ଟିକା ନେଇ ସାରିଲେଣି : ଡିଏମ୍‌ଇଟି

୧୮ ବର୍ଷରୁ ଉର୍ଦ୍ଧ୍ୱ ଟିକା ନେଇ ସାରିଲେଣି : ଡିଏମ୍‌ଇଟି

ମେଟ୍ରୋ ଟିଭି ବ୍ୟୁରୋ ଅଗଷ୍ଟ/୧୬ : କେନ୍ଦ୍ରର ତଥ୍ୟ ଅନୁସାରେ ଦେଶର ୧୨ ପ୍ରତିଶର ଶିଶୁ କରୋନା ସଂକ୍ରମିତ ହେଉଛନ୍ତି । ଶିଶୁଙ୍କ ସିଭିୟରିଟି ଆଶଙ୍କା କମ୍ ରହିଛି । ସଂକ୍ରମଣ ଉପରେ ଉପର ମୁହାଁ ହେଲେ କୈାଣସି ଲହର ଆସିଲା ବୋଲି ଜଣାପଡ଼ିବ । ଏବେ ସେମିତି ଅବସ୍ଥା ନାହିଁ । ୧୮ ବର୍ଷରୁ ଉର୍ଦ୍ଧ୍ୱ ପ୍ରାୟ ସମସ୍ତେ ଟିକା ନେଇ ସାରିଲେଣି । ତେଣୁ ଶିଶୁଙ୍କୁ ସଂକ୍ରମଣ ହେବାର ଅଧିକ ସମ୍ଭାବନା ରହିଛି ବୋଲି ଡିଏମଇଟି ସିବିକେ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି ।

ଡିଏମଇଟି ପୁଣି କହିଛନ୍ତି, ଯେ ଶିଶୁଙ୍କୁ ସୁରକ୍ଷିତ ପରିସରରେ ରଖିବାକୁ ପଡ଼ିବ । ସ୍କୁଲ ଖୋଲିଥିବାରୁ ସ୍କୁଲ ପରିସରରେ କୋଭିଡ୍ ପ୍ରୋଟୋକୋଲ୍ ଉପରେ ଗୁରୁତ୍ୱ ଦେବାକୁ ହେବ । ଅଭିବାବକ ଓ ଶିକ୍ଷକ ଅଧିକ ସତର୍କ ରହିବା ଉଚିତ୍ । ସେମାନେ ଭାକ୍ସିନ ନେବା ଦରକାର । ଆଗକୁ ୦ ରୁ ୧୮ ବର୍ଷ ବୟସ ଶିଶୁଙ୍କ ସଂକ୍ରମଣ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି ।

Leave a Reply

%d bloggers like this: