ମେଟ୍ରୋ ଟିଭି ବ୍ୟୁରୋ ପକ୍ଷରୁ ମହୀୟଷୀ ମହିଳା ସୁଷମାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ

ମେଟ୍ରୋ ଟିଭି ବ୍ୟୁରୋ ପକ୍ଷରୁ ମହୀୟଷୀ ମହିଳା ସୁଷମାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ

ପୂର୍ବତନ ବୈଦେଶିକ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଆଜି ମହାପ୍ରୟାଣ ଦିବସ । ଦେଶପ୍ରେମୀ ସୁଷମାଙ୍କୁ ଆଜି ଦେଶବାସୀ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ସ୍ମୃତି ଚାରଣ କରିଛନ୍ତି । ମେଟ୍ରୋ ଟିଭି ବ୍ୟୁରୋ ପକ୍ଷରୁ ମହୀୟଷୀ ମହିଳା ସୁଷମାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି ।

Leave a Reply

%d bloggers like this: