ରେସଲିଂ ଫାଇନାଲ୍ସରେ ପ୍ରବେସ କଲେ ରବି ଦହିୟା, ଅଲମ୍ପିକ୍ସରେ ପଦକ ନିଶ୍ଚିତ

ରେସଲିଂ ଫାଇନାଲ୍ସରେ ପ୍ରବେସ କଲେ ରବି ଦହିୟା, ଅଲମ୍ପିକ୍ସରେ ପଦକ ନିଶ୍ଚିତ

ରେସଲିଂ ଫାଇନାଲ୍ସରେ ପ୍ରବେସ କଲେ ରବି ଦହିୟା, ଅଲମ୍ପିକ୍ସରେ ପଦକ ନିଶ୍ଚିତ

ମେଟ୍ରୋ ଟିଭି ବ୍ୟୁରୋ/ ଅଗଷ୍ଟ04 : ଭାରତ ପାଇଁ ଅଲମ୍ପିକ୍ସରେ ଆଉ ଏକ ପଦ ସୁନିଶ୍ଚିତ କଲେ ରବି ଦହିୟା । ରେସଲିଂ ବା କୁସ୍ତିର ଫାଇନାଲରେ ପ୍ରବେଶ କରିଛନ୍ତି ରେସଲର ରବି ଦହିୟା । ୫୭ କେଜି ଫ୍ରିଷ୍ଟାଇଲ ସେମିଫାଇନାଲରେ କାଜାଖସ୍ତାନର ନୁରିସ୍ଲାମକୁ ହରାଇ ଫାଇନାଲକୁ ଉନ୍ନୀତ ହେଲେ ରବି। ରବି ଦହିୟା ଫାଇନାଲକୁ ପ୍ରବେଶ କରିବାକୁ ନେଇ ଟିମ ଇଣ୍ଡିଆା ଟ୍ବିଟରରେ ଟ୍ବିଟ୍ କରି ଚିଅର ଅଫ କରିଛନ୍ତି ।

 ରବି ଦହିୟା ଭାରତ ପାଇଁ ରୌପ୍ୟ ପଦକ ନିଶ୍ଚିତ କରିଥିବା ବେଳେ ଫାଇନାଲ ଜିତିଲେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିପାରନ୍ତି । ତେବେ ଏହି ଫାଇନାଲ ମ୍ୟାଚ୍ ଆସନ୍ତାକାଲି ଅନୁଷ୍ଠିତ ହେବ।

Leave a Reply

%d bloggers like this: