ଓଡ଼ିଆ ସାମ୍ବାଦିକତା ଦିବସରେ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା

ଓଡ଼ିଆ ସାମ୍ବାଦିକତା ଦିବସରେ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା

ଓଡ଼ିଆ ସାମ୍ବାଦିକତା ଦିବସରେ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା

ଓଡ଼ିଆ ସାମ୍ବାଦିକତା ଦିବସ ପାଳନ ଅବସରରେ ସମସ୍ତ ସାମ୍ବାଦିକଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା । ପ୍ରଥମ ଓଡିଆ ଖବରକାଗଜ ଉତ୍କଳ ଦୀପିକା ପ୍ରତିଷ୍ଠା ଦିବସ ଅବସରରେ ଓଡ଼ିଆ ସାମ୍ବାଦିକତା ଦିବସ ପାଳନ କରାଯାଇଥାଏ । ଉତ୍କଳ ଦୀପିକା ସାପ୍ତାହିକ କାଗଜ 4 ଅଗଷ୍ଟ 1866 ରେ ଗୌରୀଶଙ୍କର ରାୟ ଏବଂ ବାବୁ ବିଚିତ୍ରାନନ୍ଦ ଦାସଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ।

 ୪ ଅଗଷ୍ଟ ଓଡ଼ିଶାରେ ସାମ୍ବାଦିକତାର ଆଦ୍ୟପର୍ବ ପ୍ରଥମ ଓଡ଼ିଆ ସମ୍ବାଦପତ୍ର ’ଉତ୍କଳ ଦୀପିକା’ର ଆତ୍ମପ୍ରକାଶ ଦିବସ ସ୍ମୃତିରେ ଆଜି ଓଡିଶାର ମହା ମହୀମ ରାଜ୍ୟପାଳ ଶ୍ରୀଯୁକ୍ତ ଗଣେଶୀ ଲାଲ, ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଟ୍ବିଟର ଆକାଣ୍ଟରେ ଶୁଭେଚ୍ଛା ଜଣାଇଛନ୍ତି ।

ଏଥି ସହ ମେଟ୍ରୋ ଟିଭି ତରଫରୁ ଓଡିଶାର ସମସ୍ତ ସାମ୍ବାଦିକଙ୍କୁ ଓଡ଼ିଆ ସାମ୍ବାଦିକତା ଦିବସ ର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା ।

Leave a Reply

%d bloggers like this: