ଫାଇନାଲରୁ ବାଦ ପଡିଲେ ଭାରତୀୟ ମହିଳା ହକି ଦଳ ,  ବ୍ରୋଞ୍ଜ ପଦକ ପାଇଁ ହବ ଲଢେଇ

ଫାଇନାଲରୁ ବାଦ ପଡିଲେ ଭାରତୀୟ ମହିଳା ହକି ଦଳ ,  ବ୍ରୋଞ୍ଜ ପଦକ ପାଇଁ ହବ ଲଢେଇ

ଫାଇନାଲରୁ ବାଦ ପଡିଲେ ଭାରତୀୟ ମହିଳା ହକି ଦଳ ,  ବ୍ରୋଞ୍ଜ ପଦକ ପାଇଁ ହବ ଲଢେଇ

ଭାରତର ମହିଳା ହକି ଦଳ ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ ସେମିଫାଇନାଲ ଖେଳିଥିବା ବେଳେ ଆର୍ଜେଣ୍ଟିନାଠାରୁ ସେମିଫାଇନାଲରେ ୧-୨-ଗୋଲରେ ହାରି ଫାଇନାଲ ଦୌଡରୁ ବାଦ ପଡିଛି । ଗୁରୁଜିତ କୌରଙ୍କ ପ୍ରାରମ୍ଭିକ ସ୍କୋର ସତ୍ୱେ ପରସ୍ତାର ସମୁଖୀନ ହବାକୁ ପଡିଛି ଭାରତୀୟ ମହିଳା ହକୀ ଟିମ୍ । ତେବେ ଅଗଷ୍ଟ ୬ ରେ ବ୍ରୋଞ୍ଜ ପଦକ ମ୍ୟାଚ ପାଇଁ  ଭାରତ ୨୦୧୬ ରିଓ  ଅଲିମ୍ପିକ୍ ଚାମ୍ପିଅନ୍ ଗ୍ରେଟ୍ ବ୍ରିଟେନକୁ ଭେଟିବ ।

ଆଜିର ଖେଳକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ମହିଳା ହକି ଦଳକୁ ଭଲ କୌଶଳର ଖେଳ ବୋଲି ଟୁଇଟ କରିଛନ୍ତି

Leave a Reply

%d bloggers like this: