ୟୋ ୟୋ ହନି ସିଂଙ୍କ ନାମରେ ସାଙ୍ଗାତିକ ଅଭିଯୋଗ, ଘରୋଇ ହିଂସା ମାମଲାରେ କୋର୍ଟର ଦ୍ୱାରାସ୍ଥ ହେଲେ ପତ୍ନୀ ଶାଲିନୀ

ମେଟ୍ରୋ ଟିଭି ବ୍ୟୁରୋ/ଅଗଷ୍ଟ03 : ବଲିଉଡ ଗାୟକ ତଥା ଅଭିନେତା ୟୋ ୟୋ ହନି ସିଂଙ୍କ ନାମରେ ଘରୋଇ ହିଂସାର ଅଭିଯୋଗ ଆଣିଛନ୍ତି ପତ୍ନୀ ଶାଲିନୀ ତାଲୱାର । ହନି ସିଂଙ୍କ ବିରୋଧରେ ଘରୋଇ ହିଂସା, ଯୌନ ନିର୍ଯ୍ୟାତନା , ମାନସିକ ହିଂସା ଏବଂ ଆର୍ଥିକ ହିଂସା ମାମଲା ଦାୟର କରିଛନ୍ତି । ‘ଘରୋଇ ହିଂସା ଆଇନରୁ ମହିଳାଙ୍କ ସୁରକ୍ଷା’ ଅଧୀନରେ ସେ ଦିଲ୍ଲୀର ତିସ ହାଜାରି କୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି।   

ଅଗଷ୍ଟ 3 ତାରିଖ ଦିନ ତିସ ହାଜାରି କୋର୍ଟର ଶ୍ରୀମତୀ ମହାନଗର ନିଗମ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଏହି ମାମଲା ପଞ୍ଜିକୃତ ହୋଇଛି ।

ସୂଚନା ଅନୁଯାଇ 2014 ରେ ହିଁ ହନି ସିଂ ତାଙ୍କ ପତ୍ନୀଙ୍କୁ ରିଆଲିଟି ସୋ ଇଣ୍ଡିଆ ର-ଷ୍ଟାରର ଏକ ଏପିସୋଡରେ ଦର୍ଶକଙ୍କ ସହ ପରିଚିତ କରାଇଥିଲେ।

Leave a Reply

%d bloggers like this: