Please provide your Email Id or Mobile No



Or


Login Cancel


Not Registered ? Click here to Register

Hello



Edit you details and click submit



Cancel

Please provide your valuable feedback





Submit Cancel


BREAKING NEWS

ADVERTISEMENT

world

ଦୁନିଆର ସବୁଠୁ ବଡ଼ ହୀରା, ରେକର୍ଡ ୨୨୦.୫ କୋଟି ଟଙ୍କାରେ ନିଲାମ

ନିଲାମ ପାଇଁ ରଖାଯାଇଥିବା ଦୁନିଆର ସବୁଠୁ ବଡ଼ ହୀରା ସ୍ଵିଜରଲ୍ୟାଣ୍ଡର ଜେନେଭିଆରେ ୨୨୦.୪୯ କୋଟି ଟଙ୍କାରେ ନିଲାମ ହୋଇଛି।

ନିର୍ମଳା ସୀତାରମଣଙ୍କ ଅରୁଣାଚଳ ପ୍ରଦେଶ ଗସ୍ତ ନେଇ ଚିଡିବା ସହ ଆପତ୍ତି ଉଠାଇଲା ଚୀନ ବିଦେଶ ମନ୍ତ୍ରଣାଳୟ

ପ୍ରତି ରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ନେଇ ଚୀନ ଆପତ୍ତି ଉଠାଇଛି।

ଆମେରିକା: କୋଲୋରାଡୋର ୱାଲମାର୍ଟ ଷ୍ଟୋରରେ ଗୁଳିକାଣ୍ଡ, ୨ ମୃତ, ଜଣେ ଗୁରୁତର

ଆମେରିକାର କେଲୋରାଡୋର ଥୋର୍ଣ୍ଣଟନସ୍ଥିତ ୱାଲମାର୍ଟ ଷ୍ଟୋରରେ ଗୁରୁବାର ଗୁଳିକାଣ୍ଡ ହେବାରୁ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

OBOR: ଭାରତ, ଆମେରିକା ଓ ଅଷ୍ଟ୍ରେଲିଆକୁ ଏକାଠି କରି ଚୀନକୁ ଜବାବ ଦେବ ଜାପାନ

ଓ୍ଵାନ ବେଲ୍ଟ ଓ୍ଵାନ ରୋଡ(ଓବିଓଆର) ଜରିଆରେ ପୁରା ଦୁନିଆରେ ନିଜର ପ୍ରାଧ୍ୟାନ୍ୟ ବିସ୍ତାର କରିବାକୁ ଚାହୁଁଥିବା ଚୀନକୁ ବଡ଼ ଝଟକା ଲାଗିପାରେ।

ଦଲାଇ ଲାମାଙ୍କ ସହ ମିଶିବାକୁ ନେଇ ସାରା ଦୁନିଆର ନେତାଙ୍କୁ ଚେତାବନୀ ଦେଲା ଚୀନ୍

ଚୀନ ଶନିବାର ସାରା ଦୁନିଆର ନେତାଙ୍କୁ ବୌଦ୍ଧ ଧର୍ମଗୁରୁ ଦଲାଇ ଲାମାଙ୍କ ସହ ମିଶିବାକୁ ନେଇ ନିଜର ବୟାନ ଦେଇଛି।

ଆମେରିକା ଧନି ତାଲିିକା: ୯୨ଟି ସ୍ଥାନ ତଳକୁ ଖସିଲେ ଟ୍ରମ୍ପ, ବଢ଼ିଲା ଜୁକରବର୍ଗଙ୍କ ସମ୍ପତ୍ତି

ଆମେରିକାର ଶକ୍ତିଶାଳୀ ବ୍ୟକ୍ତି ହେବା ପରେ ମଧ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପତ୍ତି କମ ହେବା ଆଶ୍ଚର୍ଯ୍ୟର ବିଷୟ ।

ସୋମାଲିଆ: ମୋଗାଦିଶୁରେ ଦୁଇଟି ବୋମା ବିସ୍ଫୋରଣ, ୧୮୯ରେ ପହଞ୍ଚିଥିଲା ମୃତକଙ୍କ ସଂଖ୍ୟା

ସୋମାଲିଆର ରାଜଧାନୀ ମୋଗାଦିଶୁରେ ଶନିବାର ହୋଇଥିବା ଦୁଇଟି ଭୟଙ୍କର ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ୧୮୯ରେ ପହଞ୍ଚିଛି।

ଜଳନ୍ତା କାରରେ ଭାରତୀୟ ମୂଳ ନିବାସୀ ମହିଳାଙ୍କୁ ଛାଡ଼ି ଫେରାର ହେଲା ଡ୍ରାଇଭର, ମହିଳାଙ୍କ ମୃତ୍ୟୁ

ଆମେରିକାରେ ଏକ ଦୁର୍ଘଟଣା ପରେ କାରରେ ଜଳି ଯାଇ ଏକ ଭାରତୀୟ ମୂଳ ନିବାସୀ ମହିଳାଙ୍କ ମୃତ୍ୟୁ ଘଟିଛି।

ବଢ଼ୁଛି ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଦୁର୍ଦ୍ଦଶା: ନଫ ନଦୀରେ ବୁଡ଼ିଲା ଡଙ୍ଗା, ୮ ମୃତ, ୧୨ ନିଖୋଜ

ମିଆଁମାରରୁ ବାହାର କରିଦିଆଯାଉଥିବା ରୋହିଙ୍ଗ୍ୟା ମୁସଲମାନମାନଙ୍କ ପୀଡ଼ା ଦିନକୁ ଦିନ ବଢ଼ିବାରେ ଲାଗିଛି ।

ଫେସବୁକ୍ ଭିଡିଓ ଛଡାଇନେଲା ସୁନ୍ଦରୀ ମୁକଟ ! କିନ୍ତୁ ସତ କହିବାରୁ ପଛକୁ ହଟିଲେନି ମିଆଁମାର ସୁନ୍ଦରୀ

ଫେସବୁକ୍ ଭିଡିଓ ଛଡାଇନେଲା ସୁନ୍ଦରୀ ମୁକଟ ! କିନ୍ତୁ ସତ କହିବାରୁ ପଛକୁ ହଟିଲେନି ମିଆଁମାର ସୁନ୍ଦରୀ

Latest News

ଦୁନିଆର ସବୁଠୁ ବଡ଼ ହୀରା, ରେକର୍ଡ ୨୨୦.୫ କୋଟି ଟଙ୍କାରେ ନିଲାମ
 ନିଲାମ ପାଇଁ ରଖାଯାଇଥିବା ଦୁନିଆର ସବୁଠୁ ବ...



 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତିନି...


ଲଗାଣ ବର୍ଷାରେ ବେହାଲ ହେଲା ଚେନ୍ନାଇ ମହାନଗରୀ ।
 ଲଗାଣ ବର୍ଷାରେ ବେହାଲ ହେଲା ଚେନ୍ନାଇ ମହାନ...