Please provide your Email Id or Mobile No



Or


Login Cancel


Not Registered ? Click here to Register

Hello



Edit you details and click submit



Cancel

Please provide your valuable feedback





Submit Cancel


BREAKING NEWS

ADVERTISEMENT

ଚାଲିଗଲେ ବଲିଉଡ୍‌ ଅଭିନେତା ସୀତାରାମ ପଞ୍ଚାଲ, କ୍ୟାନ୍‌ସର୍‌ରେ ଥିଲେ ପିଡୀତ

Total Views 76

ବଲିଉଡ ଫିଲ୍ମ ଅଭିନେତା ସୀତାରାମ ପଞ୍ଚାଲଙ୍କ ଆଜି ସକାଳେ ନିଧନ ହୋଇଯାଇଛି । ସେ ପାନ ସିଂହ ତୋମର ଓ ପିପଲୀ ଲାଇବ ଭଳି ଫିଲ୍ମରେ ସେ ଅଭିନୟ କରିଥିଲେ । ସୀତାରାମ ପଞ୍ଚାଲ କ୍ୟାନ୍‌ସରରେ ପିଡୀତ ଥିଲେ ।

କିଛି ଦିନ ପୂର୍ବରୁ ସୋସିଆଲ ମିଡିଆଣେ ଏକ ସ୍କ୍ରିନ୍‌ ସର୍ଟ ବ୍ୟାପିଥିଲା । ଯେଉଁଥିରେ ବଲିଉଡ ଅଭିନେତା ସୀତାରାମ ପଞ୍ଚାଲଙ୍କୁ ନେଇ ଏକ ବ୍ୟକ୍ତିଗତ ବାର୍ତ୍ତା ଥିଲା । ବାର୍ତ୍ତାରେ ଲେଖା ହୋଇଥିଲା ଭାଇମାନେ ମୋତେ ସାହାଯ୍ୟ କର । ମୋତେ କ୍ୟାନ୍‌ସର, ଦେହ ଖରାପ ହୋଇ ହୋଇ ଯାଉଛି, ଆପଣଙ୍କ କଳାକାର ଭାଇ ସୀତାରାମ ପଞ୍ଚାଲ ।

ସୀତାରାମ ପଞ୍ଚାଲ ଜଣେ ଅଭିଜ୍ଞ କଳାକାର ଥିଲେ । ସେ ଅଭିନୟରେ ନିଖୁଣତା ପ୍ରଦର୍ଶନ କରୁଥିଲେ । ସୀତାରାମ ସ୍ଲମ୍‌ଡଗ୍‌ ମିଲେନିୟର, ଦ ଲିଜେଣ୍ଡ ଅଫ୍‌ ଭଗତ ସିଂହ, ଜଲି ଏଲ୍‌ଏଲ୍‌ବି, ସାରେ ଜହାଁ ସେ ମହଙ୍ଗା, ହଲ୍ଲା ବୋଲ, ବୈଡିଟ୍‌ କ୍ୱିନ୍‌ ଭଳି ଫିଲ୍ମରେ ନଜର ଆସିଥିଲେ ।

Latest News

ଦୁନିଆର ସବୁଠୁ ବଡ଼ ହୀରା, ରେକର୍ଡ ୨୨୦.୫ କୋଟି ଟଙ୍କାରେ ନିଲାମ
 ନିଲାମ ପାଇଁ ରଖାଯାଇଥିବା ଦୁନିଆର ସବୁଠୁ ବ...



 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତିନି...


ଲଗାଣ ବର୍ଷାରେ ବେହାଲ ହେଲା ଚେନ୍ନାଇ ମହାନଗରୀ ।
 ଲଗାଣ ବର୍ଷାରେ ବେହାଲ ହେଲା ଚେନ୍ନାଇ ମହାନ...