Please provide your Email Id or Mobile No



Or


Login Cancel


Not Registered ? Click here to Register

Hello



Edit you details and click submit



Cancel

Please provide your valuable feedback





Submit Cancel


BREAKING NEWS

ADVERTISEMENT

ତାମିଲନାଡୁ ରାଜନୀତିରେ ବହିଲା ପରିବର୍ତ୍ତନର ପବନ !

Total Views 161

ପୁଣି ତାମିଲନାଡୁ ରାଜନୀତିରେ ବହିଲା ପରିବର୍ତ୍ତନର ପବନ । ଦୀର୍ଘଦିନ ଧରି ଚାଲିଥିବା ବିବାଦରେ ପଡିଲା ପୂର୍ଣ୍ଣଛେଦ । ଏକାଠି ହେଲେ ଦୁଇ ବିରୋଧୀ ଗୋଷ୍ଠୀ ଇପିଏସ୍ ଏବଂ ଓପିଏସ୍ । ଆଉ ‘ଗୋଟିଏ ମା’, ଗୋଟିଏ ପାର୍ଟି ଏବଂ ଗୋଟିଏ ପରିବାର ନାରା ଦେଇ ହାତ ମିଳାଇଲେ ପନୀରସେଲଭାମ୍ ଏବଂ ପାଲାନିସ୍ୱାମୀ ।

ଏକାଠି ହୋଇଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ପାଲାନିସ୍ୱାମୀ ନେତୃତ୍ୱାଧୀନ ଗୋଷ୍ଠୀ ଏବଂ ପୂର୍ବ ମୁଖ୍ୟମନ୍ତ୍ରୀ ପନୀରସେଲଭମଙ୍କ ଗୋଷ୍ଠୀ । ଆଜି ବିଧିବଦ୍ଧ ଭାବରେ ମିଶିଛନ୍ତି ଏହି ଦୁଇ ବିରୋଧୀ ଦଳ । ଏବେ ଉପମୁଖ୍ୟମନ୍ତ୍ରୀଭାବେ ରାଜ୍ୟର ଭାର ସମ୍ଭାଳିବେ ପନୀରସେଲଭମ୍ । ତେବେ ରାଜ୍ୟର ଅର୍ଥବିଭାଗ ତାଙ୍କ ଅଧୀନରେ ରହିବ ବୋଲି ସୂଚନା ମିଳିଛି । ସେଲଭମଙ୍କ ଗୋଷ୍ଠୀର ଦାବି ପାଲାନିସ୍ୱାମୀ ମାନିନେବା ପରେ ଏହି ମିଶ୍ରଣ ଘଟିଛି । ଏହାପରେ ଏକ ୧୧ ଜଣିଆ ସଂଯୋଜକ କମିଟି ଦଳ ପରିଚାଳନା କରିବ ବୋଲି ଜଣାପଡିଛି ।

Latest News

ଦୁନିଆର ସବୁଠୁ ବଡ଼ ହୀରା, ରେକର୍ଡ ୨୨୦.୫ କୋଟି ଟଙ୍କାରେ ନିଲାମ
 ନିଲାମ ପାଇଁ ରଖାଯାଇଥିବା ଦୁନିଆର ସବୁଠୁ ବ...



 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତିନି...


ଲଗାଣ ବର୍ଷାରେ ବେହାଲ ହେଲା ଚେନ୍ନାଇ ମହାନଗରୀ ।
 ଲଗାଣ ବର୍ଷାରେ ବେହାଲ ହେଲା ଚେନ୍ନାଇ ମହାନ...