Please provide your Email Id or Mobile No



Or


Login Cancel


Not Registered ? Click here to Register

Hello



Edit you details and click submit



Cancel

Please provide your valuable feedback





Submit Cancel


BREAKING NEWS

ADVERTISEMENT

ବିମୁଦ୍ରାୟନକୁ ବର୍ଷେ: ୧୨୫ କୋଟି ଭାରତୀୟଙ୍କୁ ଧନ୍ୟବାଦ ଜଣାଇ ମୋଦି କହିଲେ: ଯୁଦ୍ଧରେ ବିଜୟ ହୋଇଛି

Total Views 32

ବିମୁଦ୍ରାୟନର ପ୍ରଥମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିନ ଟୁଇଟର୍‌ରେ ‘ନୋଟ୍‌ ବ୍ୟାନ୍‌’ର ସଫଳତା ବାଣ୍ଟିଛନ୍ତି।
ସେ ଟୁଇଟ୍‌ କରିଛନ୍ତି: ଦୁର୍ନୀତି ଏବଂ କଳାଟଙ୍କାର ବିଲୋପ ନିମନ୍ତେ ସରକାର ଗ୍ରହଣ କରିଥିବା କେତେଗୁଡ଼ିଏ ପଦକ୍ଷେପକୁ ଦୃଢ଼ ସମର୍ଥନ କରିଥିବାରୁ ମୁଁ ଭାତରର ଜନଗଣଙ୍କ ସମ୍ମୁଖରେ ନତମସ୍ତକ।

ବିମୁଦ୍ରାୟନର ଉପକାର ବିଷୟକ ଏକ କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟ ମୋଦି ସେୟାର କରିଛନ୍ତି।

ମୋଦି କହିଲେ ୧୨୫ କୋଟି ଜନତା ଏକ ନିର୍ଣ୍ଣାୟକ ଯୁଦ୍ଧରେ ଲଢ଼ି ବିଜୟୀ ହୋଇଛନ୍ତି।

ବିମୁଦ୍ରାୟନ ମାମଲାରେ ଲୋକମାନଙ୍କର ପ୍ରସ୍ତାବ ଜାଣିବାକୁ ନିଜ ଟୁଇଟ୍‌ ହ୍ୟାଣ୍ଡଲ୍‌ରେ ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ଏକ ସର୍ବେକ୍ଷଣ ବ୍ୟବସ୍ଥା କରାଇଛନ୍ତି।


Latest News

ଦୁନିଆର ସବୁଠୁ ବଡ଼ ହୀରା, ରେକର୍ଡ ୨୨୦.୫ କୋଟି ଟଙ୍କାରେ ନିଲାମ
 ନିଲାମ ପାଇଁ ରଖାଯାଇଥିବା ଦୁନିଆର ସବୁଠୁ ବ...



 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତିନି...


ଲଗାଣ ବର୍ଷାରେ ବେହାଲ ହେଲା ଚେନ୍ନାଇ ମହାନଗରୀ ।
 ଲଗାଣ ବର୍ଷାରେ ବେହାଲ ହେଲା ଚେନ୍ନାଇ ମହାନ...