Please provide your Email Id or Mobile No



Or


Login Cancel


Not Registered ? Click here to Register

Hello



Edit you details and click submit



Cancel

Please provide your valuable feedback





Submit Cancel


BREAKING NEWS

ADVERTISEMENT

ଲଗାଣ ବର୍ଷାରେ ବେହାଲ ହେଲା ଚେନ୍ନାଇ ମହାନଗରୀ ।

Total Views 43

ଲଗାଣ ବର୍ଷାରେ ବେହାଲ ହେଲା ଚେନ୍ନାଇ ମହାନଗରୀ । ତିନି ଦିନ ଧରି ବର୍ଷା ଲାଗିରହିବା ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ସ୍ଥାନେ ସ୍ଥାନେ ବର୍ଷା ପାଣି ଜମିରହିବା ଯୋଗୁ ସହରର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଛି କୁତ୍ରିମ ବନ୍ୟା ଯାହା ପ୍ରଭାବିତ କରିଛି ଯାତାୟାତକୁ । ବର୍ଷା ଯୋଗୁ ତାମିଲନାଡୁରେ ୫ ଜଣ ପ୍ରାଣ ହରାଇଥିବା କୁହାଯାଉଛି ।

ସେପଟେ ଚେନ୍ନାଇ ରାଜରାସ୍ତାରେ ପାଣି ଚାଲିଥିବା ବେଳେ ସହର ତଳି ଅଂଚଳ ଗୁଡ଼ିକର ଅବସ୍ଥା ଅତି ଶୋଚନୀୟ ପାଲଟିଛି । ମହାନଗରୀର ଅଧିକାଂଶ ଅଂଚଳ ଏବେ ପାଣି ଘେରରେ । ଦ୍ୱିତୀୟ ଦିନ ପାଇଁ ଚେନ୍ନାଇ, କାଚିଂପୁରମ ଓ ତିରୁବଲ୍ଲର ସହରର ବିଭିନ୍ନ କଲେଜ ଓ ସ୍କୁଲକୁ ଆଗାମୀ ୨୪ଘଂଟା ପର୍ଯ୍ୟନ୍ତ ବନ୍ଦ ରଖା ଯାଇଛି । ଏଥିସହ ନଈକୁଳିଆ ଅଂଚଳରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆ ଯାଇଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଦକ୍ଷିଣପୂର୍ବ ମୌସୁମୀ ବାୟୁ ପ୍ରଭାବରେ ଆହୁରି ବର୍ଷିବ ।

Latest News

ଦୁନିଆର ସବୁଠୁ ବଡ଼ ହୀରା, ରେକର୍ଡ ୨୨୦.୫ କୋଟି ଟଙ୍କାରେ ନିଲାମ
 ନିଲାମ ପାଇଁ ରଖାଯାଇଥିବା ଦୁନିଆର ସବୁଠୁ ବ...



 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତିନି...


ଲଗାଣ ବର୍ଷାରେ ବେହାଲ ହେଲା ଚେନ୍ନାଇ ମହାନଗରୀ ।
 ଲଗାଣ ବର୍ଷାରେ ବେହାଲ ହେଲା ଚେନ୍ନାଇ ମହାନ...